ସମ୍ଭୋଗ ପରେ କ’ଣ ଭାବନ୍ତି ମହିଳା? ଜାଣିବାକୁ ଚେଷ୍ଟା କରିଛନ୍ତି କି?

ଆପଣ ଜଣେ ପୁରୁଷ ଭାବେ କେବେ ଏହା ଜାଣିବାକୁ ଚେଷ୍ଟା କରିଛନ୍ତି କି, ସମ୍ଭୋଗ ପରେ ଆପଣଙ୍କ ମହିଳା ପାର୍ଟନର କ’ଣ ଭାବନ୍ତି? କ’ଣ ଚାଲିଥାଏ ତାଙ୍କ ମନରେ? ସେ କେବଳ ଆପଣଙ୍କ ବିଷୟରେ ଚିନ୍ତା କରୁ ଥାଆନ୍ତି ନା ଆଉ କିଛି ବିଷୟରେ ବି ଚିନ୍ତା କରନ୍ତି? ଗବେଷଣାରୁ ଜଣାପଡ଼ିଥିବା କିଛି କଥା ଜାଣନ୍ତୁ:

-ସମ୍ଭୋଗ ପରେ ଅନେକ ମହିଳା ମଦ ପିଇବାକୁ ମନେ ମନେ ଭାବନ୍ତି। ସେତେବେଳେ ସେମାନେ ଏହା ଭାବନ୍ତି ନାହିଁ ଯେ ମଦ ସେମାନଙ୍କ ପାଇଁ ଭଲ କି ଖରାପ।

-ସେକ୍ସ ପରେ ଯଦି ଆପଣଙ୍କ ପାର୍ଟନର ସନ୍ତୋଷ ଲାଭ କରନ୍ତି, ତା’ହେଲେ ତାଙ୍କ ମନରେ ଆପଣଙ୍କର ଏକ ପଜିଟିଭ୍ ଇମେଜ୍ ସୃଷ୍ଟି ହୁଏ। ସେ ଭାବନ୍ତି ଯେ ପୁରୁଷ ଭାବେ ବେଡ୍‌ରେ ଆପଣ ବହୁତ ଭଲ। କିନ୍ତୁ ଆପଣଙ୍କ ପାର୍ଟନରଙ୍କ ଏ ଭାବନା ଆପଣ ଜାଣିପାରିବେ ନାହିଁ। ସେ ଏହା ଆପଣଙ୍କୁ ଜାଣିବାକୁ ଦିଅନ୍ତି ନାହିଁ।

-ସମ୍ଭୋଗ ପରେ କେତେକ ମହିଳାଙ୍କ ମନରେ ଏ ଭାବନା ବି ଆସେ ଯେ ସେ ତାଙ୍କ ପାର୍ଟନରଙ୍କୁ ସନ୍ତୁଷ୍ଟ କରି ପାରିଲେ ନା ନାହିଁ।

-ସେକ୍ସ ପରେ କିଛି ମହିଳାଙ୍କ ମନରେ ଏ ଭୟ ବି ଜାତ ହୁଏ ଯେ ତାଙ୍କ ପାର୍ଟନର ତାଙ୍କୁ ଆଉ ପୂର୍ବଭଳି ଭଲ ପାଇବେ ନା ନାହିଁ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ