ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଲୁଚାଇଥିଲା ସ୍ବାମୀ

ନବରଙ୍ଗପୁର: ନବରଙ୍ଗପୁର ରାଇଘର ଥାନା ବରଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ। ବାପାର ଏଭଳି ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ୍ କରିଛି ୪ ବର୍ଷର ପୁଅ। ଦୁଇ ଦିନ ତଳେ ସ୍ବାମୀ ସୁବାସ ଗଣ୍ଡ ନିଜ ପତ୍ନୀ ମନେଇ ଗଣ୍ଡ କେଉଁଆଡେ ପଳାଇଥିବା ଗ୍ରାମବାସୀଙ୍କୁ କହିଥିଲେ।

କିନ୍ତୁ ୪ ବର୍ଷର ପୁଅ ଖୋଲିଲା ବାପାର କଳା କାରନାମା। ମାଆକୁ ବାପା ହତ୍ୟା କରିଥିବା କହିଛି ସାନ ପୁଅ। ଘଟଣା ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରିଛି। ହତ୍ୟାକାରୀ ସୁବାସ ଗଣ୍ଡଙ୍କୁ ପୋଲିସ ଗିରଫ କରି ତଦନ୍ତ କରୁଛି।

  • Related Posts

    ୨ ଲକ୍ଷ ୩୪ ହଜାର ଟଙ୍କା ସହିତ ଧରାପଡ଼ିଲେ ଗୁଡ଼ାରି ରେଞ୍ଜର

    ରାୟଗଡ଼ା:ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରି ରେଞ୍ଜର ସୁକୁମାର ଦୁଖୁ। ସେ ନବରଙ୍ଗପୁର ସହର ସ୍ଥିତ ନିଜ ଘରକୁ ନିଜ ଗାଡ଼ିରେ ଯାଉଥିବା ବେଳେ ବେଳେ ଇନ୍ଦ୍ରାବତୀ ବ୍ରିଜ ନିକଟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଯାଞ୍ଚ ବେଳେ ତାଙ୍କ ନିକଟରୁ…

    Continue reading
    ପୁଅ-ଝିଅକୁ ହାଣିଲା ମା

    ଝାରସୁଗୁଡ଼ା: ରକ୍ତ ସମ୍ପର୍କରେ ଛିଟା । ପୁଅ-ଝିଅକୁ ଅତି ନୃଶଂସ ଭାବେ ହାଣିଲା ମା । ସୁନ୍ଦରଗଡ଼ ଜିଲ୍ଲା ବିମାନବନ୍ଦର ଥାନା ଟାଙ୍ଗରପାଲି ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ପୁଲିସ ।ସୂଚନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ