ଶରୀର ଗଠନ ଅନୁସାରେ ଜାଣନ୍ତୁ ନାରୀର ଚରିତ୍ର

ଶାରୀରିକ ଗଠନରୁ ନାରୀର ଚରିତ୍ର ଓ ସ୍ୱଭାବ ଜାଣି ହୋଇଥାଏ । ଅତୀତରେ ନାରୀର ଶରୀର ଗଠନରୁ ହିଁ ପୁରୁଖା ଲୋକମାନେ ତାଙ୍କର ଚରିତ୍ର ଓ ସ୍ୱଭାବ ସମ୍ପର୍କରେ ଜାଣିପାରୁଥିଲେ । ହୁଏତ ଏହା ଶତ ପ୍ରତିଶତ ସତ ହୋଇନପାରେ କିନ୍ତୁ ଅନେକ କ୍ଷେତ୍ରରେ ତାହା ସତ ସାବ୍ୟସ୍ତ ହେବାର ନଜିର ରହିଛି । ଶାସ୍ତ୍ରରେ ମଧ୍ୟ ଏନେଇ ସବିଶେଷ ଭାବେ ଉଲ୍ଳେଖ ରହିଛି ।

ଯେଉଁ ନାରୀଙ୍କର ଲଲାଟରେ ତ୍ରିଶୁଳ ସଦୃଶ ରେଖାଥାଏ, ସେ ଦେବୀତୁଲ୍ୟ
ଯେଉଁ ନାରୀର ଗତି ହସପରି ସେ ସୁଲକ୍ଷଣା
ଯାହାର କଣ୍ଠସ୍ୱର ମଧୁର ସେ ଆଦରଣୀୟ
ଯାହାର ବାମ ଚକ୍ଷୁ କୋଇଲି ପରି ଛୋଟ ବା ଯିଏ ସୂର୍ଯ୍ୟଟେରି ସେ ଲକ୍ଷ୍ମୀସ୍ୱରୂପା
ଯାହାର ବାମ ଅଙ୍ଗ ପାଶ୍ୱର୍ରେ କଳାଯାଇ ମନ୍ଦା ଥାଏ, ତାଦ୍ୱାରା ଧନଜନ ବୃଦ୍ଧି ପାଏ
ଯାହାର ପାଦ ଚଉଡା ତାଙ୍କର ପୁରୁଷ ସୁଲଭତା ରହିଥାଏ
ଯାହାର ଏଡି ସୁନ୍ଦର, ସମାନ, ଗୋଲାକାର ସେ ସୌଭାଗ୍ୟବତୀ ।
ଯାହାର ପାଦଦେଶ ପଦ୍ମପାଖୁଡା ଭଳି ସେ ଗୁଣବତୀ
ଯାହାର ଡାହାଣ ପାଖ ଗୋଇଠି ଉଚ୍ଚ ଓ ମୋଟା ସେ ସୌଭାଗ୍ୟବତୀ ।
ଆଙ୍ଗୁଳିଗୁଡିକ କମଳ କଢି ପରି ହେଲେ ଭାଗ୍ୟବତୀ ହୋଇଥାଏ ।

  • Related Posts

    ଉପବାସ ସମୟରେ କ’ଣ ଖାଇବେନି

    ବିଭିନ୍ନ ପର୍ବପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି। ସାଧାରଣତଃ ଉପବାସକୁ ଭକ୍ତିଭାବ ସହ ଯୋଡ଼ା ଯାଇଥାଏ। ଏହାଦ୍ବାରା ଆମର ଓଜନ ହ୍ରାସ ପାଇଥାଏ ବୋଲି କିଛି ଲୋକ ବିଶ୍ବାସ କରିଥାନ୍ତି। ବିଜ୍ଞାନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ଉପବାସ ସ୍ବାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଏ।…

    Continue reading
    ଫଳରୁ ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ

    ଖାଦ୍ୟ ଓ ପାନୀୟରେ ଅସାବଧାନତା ଅନେକ ସମୟରେ ମହଙ୍ଗା ପଡ଼ିପାରେ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଫଳ ଓ ପନିପରିବା ଉପରେ ଷ୍ଟିକର୍‌ ଲଗାଇବାକୁ ନେଇ ଏକ ଚେତାବନୀ ଜାରି କରିଛନ୍ତି। କହିଛନ୍ତି ଯେ, ଏହି ଷ୍ଟିକର୍‌ଗୁଡ଼ିକର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର