ବେକରେ ରଶି ଲଗାଇ ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି

ଧରାକୋଟ: ଋଣ ବୋଝ ନେଇଗଲା ଜୀବନ ! ଋଣ ଭାର ସହିନପାରି ବେକରେ ରଶି ଲଗାଇ ଦେଲେ ବୃଦ୍ଧ ଦମ୍ପତି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଗାଙ୍ଗପୁର ଥାନା ଝାଡ଼ବନ୍ଧ ପଞ୍ଚାୟତ କଳାସୂତା ଗାଁରେ । ଘରେ କେହି ନଥିବା ବେଳେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ । ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

କିଛି ଦିନ ତଳେ ବୃଦ୍ଧ ଦମ୍ପତିଙ୍କ ଏକ ମାତ୍ର ପୁଅଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା କ୍ଷ ଦମ୍ପତିଙ୍କ ପାଞ୍ଚଟି ଝିଅ ଥିବା ବେଳେ ଗତ ୨୧ ତାରିଖରେ ସାନ ଝିଅର ବାହାଘର ହୋଇଥିଲା କ୍ଷ ଗୋଟିଏ ବୋଲି ପୁଅର ମୃତ୍ୟୁ ଏବଂ ଅତ୍ୟଧିକ ଋଣ ଭାରକୁ ନେଇ ଚିନ୍ତାରେ ଥିଲେ । ଘରେ କେହି ନଥିବା ବେଳେ ବୃଦ୍ଧ ଦମ୍ପତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।

  • Related Posts

    ସମ୍ପତ୍ତି ପାଇଁ ନୁହେଁ, ବରଂ ଇର୍ଷାରୁ ହୋଇଛି ଏହି ହତ୍ୟାକାଣ୍ଡ:ଝିଅ

    ବ୍ରହ୍ମପୁର: ବ୍ରହ୍ମପୁର ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ଘଟଣାରେ ନୂଆ ଟୁଇଷ୍ଟ। ସମ୍ପତ୍ତି ପାଇଁ ନୁହେଁ, ବରଂ ଇର୍ଷାରୁ ହୋଇଛି ଏହି ହତ୍ୟାକାଣ୍ଡ। ଏମିତି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁଧୀରଙ୍କ ଝିଅ।ସୁଧୀରଙ୍କ ଝିଅ କହିଛନ୍ତି, ଇର୍ଷା ଯୋଗୁ ସେମାନେ ବାପାଙ୍କୁ…

    Continue reading
    ସୁଧୀର ପାତ୍ର ହତ୍ୟା ମାମଲା : ଆଜି ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୁଲିସ୍

    ଗଞ୍ଜାମ : ଗଞ୍ଜାମ ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପାରେ ପୁଲିସ । ଗତକାଲି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପାଇଁ ମାନ୍ୟବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର