ଲଣ୍ଡା ପାହାଡ଼ ପାଖରେ ହାତୀର ମୃତ୍ୟୁ

ମାଧପୁର: ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ ମନରବେଡା ଖେସରା ଜଙ୍ଗଲ ଲଣ୍ଡା ପାହାଡ଼ ପାଖରେ ଏକ ହାତୀର ମୃତ୍ୟୁ ହୋଇଛି। ହାତୀଟି ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହେଇଥିବ ସୂଚନା।

ବନକର୍ମଚାରୀମାନେ ହାତୀଟିକୁ ୨ଦିନ ହେବଖୋଜା ଖୋଜି କରୁଥିଲେ। ହାତୀଟି ଶୁକ୍ରବାର ରାତି ମନରବେଡା ଆମ୍ବ ବୁରୀରୁ ଆମ୍ବ ଖାଇ ଫେରିଥିବା ଗ୍ରାମବାସୀ ଦେଖିଥିଲେ। ହେଲେ ଶନିବାର ସକାଳୁ ଆଉ କେହି ହାତୀକୁ ଦେଖିବାକୁ ମିଳିନଥିଲା। ସନ୍ଦେହ ହେବାରୁ ବନ ବିଭାଗ ପକ୍ଷରୁ ଖୋଜା ଖୋଜି ଅଭିଯାନ ଆରମ୍ଭ ହୋଇଥିଲା। ଆଜି ସକାଳୁ ଖୋଜିବା ବେଳେ ଏକ ସ୍ଥାନରେ ଦୁର୍ଗନ୍ଧ ଆସିଥିଲା । ସେଦିଗରେ ଯିବାକ ବେଳେକୁ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।

ପ୍ରକାଶ ଯୋଗ୍ୟ ଯେ, ହାତୀଟି ସୋନପୁରର ସୁବଳୟା, ତ୍ରିବଣପୁର ଦେଇ ଅନୁଗୁଳ ରଗୌତମ ପୁର, କିଶୋରନଗର, ମାନଜୋର ଦେଇ ବିନିକେଇ ପର୍ଯ୍ୟନ୍ତ ଚଳପ୍ରଚଳ କରିଥାଏ। ହାତୀଟି କାହାରି କିଛି ବି କ୍ଷତି କରେନି। ତାକୁ ଆଠମଲ୍ଲିକ ଅଞ୍ଚଳରେ ମାଖନା ହାତୀ ଭାବରେ ଜାଣନ୍ତି। ହାତୀର ବୟସ ୬୫ ରୁ ୭୦ ବୟସ ହୋଇଥିବ। ତେବେ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହେଇଥିବ ସୂଚନା ମିଳିଛି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ