ପାକିସ୍ତାନ ଲିଙ୍କ: ରାଜଧାନୀରୁ ସନ୍ଦିଗ୍ଧ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଶନିବାର ପୂର୍ବାହ୍ନରେ ଏକ ବଡ ଖବର ହଇଚଇ ସୃଷ୍ଟି କରିଛି। ପାକିସ୍ତାନ ଲିଙ୍କରେ ସନ୍ଦିଗ୍ଧକୁ ଉଠାଇ ନେଇଛି ପୁଲିସ। ୟୁନିଟ୍ ୬ ଅଞ୍ଚଳରୁ ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୁଲିସ ଗିରଫ କରିଛି। ଇମାମ ନାମକ ଯୁବକଙ୍କୁ କ୍ୟାପିଟାଲ ଥାନା ଅଞ୍ଚଳରୁ ପୁଲିସ ଉଠାଇନେଇଛି। ଇମାମ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧୀ ପ୍ରଚାର କରୁଥିଲା ବୋଲି ପ୍ରାଥମିକ ତଦନ୍ତରୁୁ ଜଣାପଡ଼ିଛି। କିଛି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କରେ ଥିବା ମଧ୍ୟ ସୂଚନା ମିଳିଛି। ଭୁବନେଶ୍ୱରରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ ଜାରି ରଖିଛି।

  • Related Posts

    ୟୁପିଆଇରେ ୧୦ ହଜାର ଟଙ୍କାରୁ ଅଧିକ ପଠାଇ‌ଲେ ବିଳମ୍ବ ହେବ ଘଣ୍ଟାଏ

    ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ବା ୟୁପିଆଇ ଜରିଆରେ ଟଙ୍କା ନେଣଦେଣ ଏକ ସ୍ବାଭାବିକ ପ୍ରକ୍ରିୟାରେ ପରିଣତ ହୋଇଛି। ଏହା ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି। ତେବେ ଦେଶରେ ଡିଜିଟାଲ ଠକେଇ ବୃଦ୍ଧି ପାଉଥିବାରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାର…

    Continue reading
    ୟୁପି ଏସ୍‌ଆଇଆର୍‌, କଟିଲା ୨.୦୪ କୋଟି ଭୋଟରଙ୍କ ନାଁ

    ଲକ୍ଷ୍ନୌ : ନିର୍ବାଚନ କମିଶନ (ଇସି) ଉତ୍ତରପ୍ରଦେଶରେ ଏସ୍ଆଇଆର୍ ପରେ ଚୂଡ଼ାନ୍ତ ଭୋଟର ତାଲିକା ଶୁକ୍ରବାର ଜାରି କରିଛନ୍ତି । ଏଥିରେ ୟୁପି ଭୋଟରଙ୍କ ସଂଖ୍ୟା ୧୩% କମି ୧୩.୩୯ କୋଟି ରହିଛି । ଚୂଡ଼ାନ୍ତ ତାଲିକାରେ ୨ କୋଟି ୪…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ