ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡ଼ି ନେତାଙ୍କ ଘରେ ଆୟକର ବିଭାଗର ଚଢ଼ଉ । ଉପନିର୍ବାଚନ ପୂର୍ବରୁ ବିଜେଡ଼ି ନେତା ମନୋଜ ମିଶ୍ରଙ୍କ ଘରେ ଆୟକରୁ ବିଭାଗ ଚଢ଼ାଉ କରିଛି । ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ କୋମନା ସ୍ଥିତ ବାସଭବନରେ ଆୟକର ବିଭାଗର ଚଢ଼ଉ ଜାରି ରଖିଛି । ମନୋଜ ପୂର୍ବରୁ କୋମନା ବ୍ଲକ୍ର ଅଧ୍ୟକ୍ଷ ସହ ନୂଆପଡ଼ା ଜିଲା ସଭାପତି ଥିଲେ । ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ୍ର ପ୍ରମୂଖ ଦାବିଦାର ଥିଲେ ମନୋଜ ।
ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର
ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…




