
ନୂଆପଡା : ଆଜି ନୂଆପଡା ଉପନିର୍ବାଚନ ଫଳାଫଳ । ବର୍ତ୍ତମାନ୍ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୭୪୧୩ ଭୋଟ୍ରେ ଆଗୁଆ ରହିଛି। ପ୍ରଥମ ରାଉଣ୍ଡରେ ୩୫୪୭ ଭୋଟ୍ରେ ଆଗୁଆ ରହିଛନ୍ତି। ପ୍ରଥମ ରାଉଣ୍ଡରେ ଢୋଲକିଆଙ୍କୁ ୪୯୦୪ ଭୋଟ୍ ମିଳିଛି। ଦ୍ଵିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୧୩୫୭ ଭୋଟ୍ ମିଳିଛି।
ସେପଟେ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୭୪୧୩ ଭୋଟ୍ରେ ଆଗୁଆ ରହିଛନ୍ତି । ଜୟ ଢୋଲକିଆଙ୍କୁ ୧୦୪୩୬ ଭୋଟ୍ ମିଳିଛି। ଦ୍ଵିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୩୦୨୩ ଭୋଟ୍ ମିଳିଛି। କଂଗ୍ରେସର ଘାସିରାମ ମାଝୀଙ୍କୁ ୨୨୩୪ ଭୋଟ୍ ମିଳିଛି।








