ବିଜେପି ସରକାର ଦୁର୍ବଳ ସରକାର:ଅରୁଣ ସାହୁ

ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଉପରେ ପୋଲାଭରମ ପ୍ରକଳ୍ପ ଯେଉଁ ଆଘାତ ଦେଇଛି, ଏହାଦ୍ୱାରା ଆଦିବାସୀ ବିସ୍ଥାପିତ ହେବେ । ବର୍ଷା ଦିନ ଆସିବ ବୋଲି ସେଠାରେ କାମ ଜୋରସୋରରେ ଚାଲିଲାଣି । ଓଡ଼ିଶା ସରକାର ଏନେଇ କଥା ହେବାକୁ କହିଥିଲେ, ହେଲେ ଏଯାଏ ଆଲୋଚନା କଲେନି । ମୁଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ ମାମଲା ବିଚରାଧୀନ ଅଛି”, ଆଜି କିଛି ଏଭଳି ଢଙ୍ଗରେ ପୋଲାଭରମ କଥା ଉଠେଇ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ଅରୁଣ କହିଛନ୍ତି, ପୋଲାଭରମ ପାଇଁ କେନ୍ଦ୍ର ସରକାର ୧୬ ହଜାର କୋଟି ଦେଲେ ଓ କାମ ଜୋରସୋରରେ ଚାଲିଛି । ଦିଲ୍ଲୀରେ ସାଂସଦ ଦାବି ରଖି ପାରୁନାହାନ୍ତି, ତେଣୁ ଦୁର୍ବଳ ସରକାର ବୋଲି ବିଜେପିକୁ କହିଛନ୍ତି ଅରୁଣ ସାହୁ । ଏହାସହ ଓଡ଼ିଆ ଅସ୍ମିତା କହି ଶାସନକୁ ଆସିଥିବା ସରକାରଙ୍କ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରରେ ସମାନ ସରକାର । ଓଡ଼ିଶା ରାଜ୍ୟପାଳ ବି ଆନ୍ଧ୍ରର , ହେଲେ ପଦକ୍ଷେପ ନେବାକୁ ସରକାରର ସାହସ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ।

  • Related Posts

    ନିମନ୍ତ୍ରଣକୁ ନେଇ ରାଜନୀତି, ସାଂସଦ-ମେୟର କଥା କଟାକଟି

    ଭୁବନେଶ୍ୱର: ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣକୁ ନେଇ ରାଜନୀତି। ଭୁବନେଶ୍ବର ସାଂସଦ ଓ ମେୟରଙ୍କ ମଧ୍ୟରେ କଥା କଟାକଟି। ପୂର୍ବ ସରକାରକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି। କହିଛନ୍ତି ବିଗତ ସରକାରରେ ମୋତେ ନିମନ୍ତ୍ରଣ କରାଯାଉନଥିଲା। ବର୍ତ୍ତମାନର ସରକାର ପ୍ରତିଷ୍ଠା…

    Continue reading
    ମେଣ୍ଟ ନେଇ ନବୀନ ବାବୁ ନିଷ୍ପତ୍ତି ନେବେ: ଦେବୀ ମିଶ୍ର

    ଭୁବନେଶ୍ୱର: ବିଜେଡି-କଂଗ୍ରେସ ମେଣ୍ଟ ନେଇ ପିିସିସି ସଭାପତି ଭକ୍ତଚରଣ ଦାସଙ୍କ ଆକଳନକୁ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ପରୋକ୍ଷରେ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ସମ୍ଭାବନା ସବୁ କ୍ଷେତ୍ରରେ ରହିଛି, ବିଭିନ୍ନ ବିଷୟରେ ଥାଏ । ପିସିସି ସଭାପତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ