ରିଆମାଳ ପ୍ରସିଦ୍ଧ ମହାଲକ୍ଷ୍ମୀ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ

ଦେବଗଡ଼ :ରିଆମାଳର ପ୍ରସିଦ୍ଧ ମା ମହାଲକ୍ଷ୍ମୀ ପୂଜା ନିମନ୍ତେ ଚଳିତ ବର୍ଷ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଅଛି। ନିର୍ବାଚନ ଅଧିକାରୀ ତ୍ରିଲୋଚନ ବେହେରା, ଡ. ଟଙ୍କଧର ନାୟକଙ୍କ ପରିଚାଳନାରେ ଉକ୍ତ କମିଟି ଚୟନ କରାଯାଇଥିଲା ।ସର୍ବସମତି କ୍ରମେ ଚଳିତ ବର୍ଷ ପୂଜା ପାଇଁ ବିରେନ କୁମାର ପ୍ରଧାନ ସଭାପତି,ମନୋଜ ଅଗ୍ରୱାଲ , ଝସକେତନ ବିଶ୍ବାଳ ଉପସଭାପତି, ଭୁବନେଶ୍ୱର ସାହୁ ସମ୍ପାଦକ, ଆଲୋକ ନାୟକ, ଅନ୍ତର୍ଯ୍ୟାମୀ ବେହେରା ସହ ସମ୍ପାଦକ ପ୍ରଣବ କିଶୋର ଘଡ଼େଇ କୋଷାଧ୍ୟକ୍ଷ, ବେଦଭୂଷଣ ପ୍ରଧାନ ସହ କୋଷାଧ୍ୟକ୍ଷ,ମୁଖ୍ୟ ଉପଦେଷ୍ଟା ଭାବେ ଅଧ୍ୟାପକ ଗୋଲବଦନ ବିଶ୍ବାଳ,
ଉପଦେଷ୍ଟା ମଣ୍ଡଳୀରେ ତ୍ରିଲୋଚନ ବେହେରା, ଡ. ଟଙ୍କଧର ନାୟକ,ତ୍ରିନାଥ ବିଶ୍ବାଳ , ଭାଗିରଥି ପ୍ରଧାନ,ଅଜୟ ନାଥ,ଦର୍ଶନିଆ ପ୍ରଧାନଙ୍କୁ ମନୋନୀତ କରାଯାଇଛି।ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା। ବିଭିନ୍ନ ବିଭାଗ ମଧ୍ୟ ବଣ୍ଟନ କରାଯାଇ ପ୍ରଭାରୀ ଓ ସହ ପ୍ରଭାରୀ ଚୟନ କରାଯାଇଛି।ଚଳିତ ବର୍ଷ ଲାଇଟ ଗେଟ,ଲିଚୁ ମାଳା,ବିଦ୍ୟୂତଲାଇଟର ସାଜସଜ୍ଜାକୁ ଅଧିକ ଆକର୍ଷଣ କରାଯିବା ସହ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ବୟସ୍କ ଲୋକ ଙ୍କ ପାଇଁ ବିଭିନ୍ନ କୌତୁହଳ ପୂର୍ଣ୍ଣ କ୍ରୀଡା ପ୍ରତିଯୋଗୀତ ଅନୁଷ୍ଠିତ ହେବ ।ପୂଜା ଅବସରରେ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ମେଲୋଡି,ରେକର୍ଡ୍ ଡ୍ୟାନ୍ସ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଷ୍ଟାର କଳାକାରଙ୍କୁ ଡକାଯିବାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ