କାଳବୈଶାଖୀ ତାଣ୍ଡବରେ ଚିରିଲା ପତିତପାବନ ବାନା

ପୁରୀ: କାଳବୈଶାଖୀରେ ପ୍ରବଳ ପବନ ବର୍ଷା ଯୋଗୁଁ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଚିରି ଯାଇଛି। ତେବେ ଶ୍ରୀମନ୍ଦିର ନୀତି କାନ୍ତି ଅନୁଯାୟୀ ଅପରାହ୍ନରେ ଚୁନରା ସେବକମାନେ ପ୍ରତିଦିନ ନୀଳଚକ୍ରରେ ପତିତପାବନ ବାନା ଲାଗି କରିଥାନ୍ତି। ସନ୍ଧ୍ୟା ଧୂପ ପୂର୍ବରୁ ଏହି ବାନା ଲାଗି ହୋଇଥାଏ। ପରମ୍ପରା ଅନୁଯାୟୀ ନୀଳଚକ୍ରରେ ପତିତପାବନ ବାନା ହେଉକି ଛୋଟ ମାନସିକ ବାନା ଗୋଟିଏ ବି ଥିଲେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ନୀତିକାନ୍ତି ବଢି ପାରିବ। ହେଲେ ଆଜି ନୀଳଚକ୍ରରେ ପତିତପାବନ ବାନା ଚିରି ଯାଇଥିଲେ ବି ମହାପ୍ରଭୁଙ୍କ ନୀତିକାନ୍ତି ରେ କୌଣସି ବିଭ୍ରାଟ ହୋଇ ନାହିଁ । ସକାଳୁ ନୀତିକାନ୍ତି ଚାଲୁ ରହିଛି।

  • Related Posts

    କାଳବୈଶାଖୀ ତାଣ୍ଡବ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି

    ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ତାଣ୍ଡବ ସମ୍ଭାବନା ରହିଛି। ଆସନ୍ତା ୫ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ମାରିବା ଏପରିକି ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ। ତେବେ ଆଜି ରାୟଗଡା, ଗଜପତି, ଗଞ୍ଜାମ, ପୁରୀ,…

    Continue reading
    ବିଜେବି କଲେଜ ପାଲଟିଛି ରଣକ୍ଷେତ୍ର

    ଭୁବନେଶ୍ବର: କମେଣ୍ଟ୍‌ ମରାରୁ ରଣକ୍ଷେତ୍ର ପାଲଟିଛି ବିଜେବି କଲେଜ ପରିସର। ପୁଣି ଛାତ୍ର ଅଶାନ୍ତି ହିଂସାତ୍ମକ ରୂପ ନେଇଛି। ଆଜି ପ୍ରିନ୍ସିପାଲ୍‌ଙ୍କ ପ୍ରକୋଷ୍ଠରେ କମେଣ୍ଟ ମରାକୁ ନେଇ ଆଲୋଚନା ଚାଲିଥିବା ବେଳେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା