ଭୁଲ୍‍ ଇଞ୍ଜେକସନ, ୫ ରୋଗୀ ମୃତ !

କୋରାପୁଟ : କୋରାପୁଟ ସହିଦ ଲକ୍ଷଣ ନାୟକ ମେଡିକାଲରେ ରୋଗୀ ମୃ୍‍ତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । ନର୍ସ ଭୁଲ ଇଞ୍ଜେକସନ ଦେଇଥିବାରୁ ଗୋଟିଏ ରାତିରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଇସିୟୁରେ ୩ଜଣ ଏବଂ ୱାର୍ଡରେ ୨ରୋଗୀଙ୍କ ମୃତ୍ୟୁ ହୋଇôଥବା ସୂଚନା ମିଳିଛି ।
ସୂଚନା ଅନୁସାରେ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟ ଓ ସର୍ଜରୀ ବେଡରେ ଭର୍ତ୍ତି ହୋଇଥିଳେ । ଇଞ୍ଜେକସନ ଦେବାର ୧୫ମିନିଟ ଭିତରେ ଆଇସିୟୁରେ ୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଅଭିଯୋଗ ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।

  • Related Posts

    ଲଘୁଚାପ ଆଣିବ ବଡ଼ ବର୍ଷା, ଉପକୂଳରେ ପ୍ରବଳ କାଚିବ

    ଭୁବନେଶ୍ୱର; ପାର୍ବଣକୁ ପାଣିଚିଆ କରିପାରେ  ବର୍ଷା । ଏ ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି ୟୁରୋପୀୟ ମଡେଲ୍‌ ଇସିଏମଡବ୍ୟୁଏଫର ତାଜା ପୂର୍ବାନୁମାନ । ଏହି ମଡେଲ୍‌ ଅନୁସାରେ ସମ୍ଭାବ୍ୟ  ଲଘୁଚାପ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ହୋଇପାରେ । ଗଭୀର…

    Continue reading
    ଗିରଫ ହେଲେ କୋଟିପତି ଯନ୍ତ୍ରୀ

    ବାଲେଶ୍ୱର/ବେତନଟୀ: ବେଆଇନ୍ ସମ୍ପତ୍ତି ଠୁଳ କରିଥିଲେ । ଦିନେ ନା ଦିନେ ଭିଜିଲାନ୍ସ ଚଢ଼ଉ ହେବ ଆଶଙ୍କା ମଧ୍ୟ କରିଥିଲେ । ଏଥିରୁ ବର୍ତ୍ତିବାକୁ ସମ୍ପତ୍ତିର କାଗଜପତ୍ର ଜଣେ ବିଶ୍ୱସ୍ତ ଠିକାଦାରଙ୍କ ଘରେ ମାଟିତଳେ ଲୁଚାଇଥିଲେ । କିନ୍ତୁ ଉପାୟ କାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ