୬୦ ବର୍ଷ ବୟସରେ ବଲିଉଡ୍ର ସବୁଠାରୁ ଏଲିଜିବଲ ବ୍ୟାଚେଲର ସଲମାନ୍ ଖାନ୍ ଖୁବ୍ ଶୀଘ୍ର ପିତା ହେବେ ବୋଲି କହିଛନ୍ତି । କଫି ୱି୍ଥ୍ କରନର ଶେଷ ସିଜିନ୍ର ପ୍ରଥମ ଏପିସୋଡ୍ରେ ଏଭଳି କହିଛନ୍ତି ସଲମାନ୍ । ତେବେ ସେ ଆଇଭିଏଫ୍ ଟେକ୍ନୋଲୋଜି ଜରିଆରେ ନିଶ୍ଚିତ ପିତା ହେବେ ବୋଲି କହଛନ୍ତି । ବଲିଉଡ୍ ସେଲିବ୍ରିଟି କରନ୍ ଜୋହର, ଶାହାରୁଖ ଖାନ୍, ଏକତା କପୁର ଓ ତୁଷାର କପୁର ମଧ୍ୟ ପୂର୍ବରୁ ଆଇଭିଏଫ୍ ଟେକ୍ନୋଲୋଜି ଦ୍ୱାରା ପିତାମାତା ହୋଇସାରିଛନ୍ତି ।
ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି
ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…





