ସରକାର ଆରମ୍ଭ କରିବାକୁ ଯାଇଛନ୍ତି ହେଲିଟ୍ୟାକ୍ସି ଯୋଜନା: ମନ୍ତ୍ରୀ

ଭୁବନେଶ୍ୱର : ଶସ୍ତାରେ ହେଲିକପ୍ଟରରେ ବୁଲିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଇଛନ୍ତି ହେଲିଟ୍ୟାକ୍ସି ଯୋଜନା । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ହେଲିଟାକ୍ସି ଯୋଗେ ସାଧାରଣ ଲୋକ କମ ଖର୍ଚ୍ଚରେ ହେଲିକପ୍ଟରରେ ଉଡ଼ିପାରିବେ । ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି ।

ଭୁବନେଶ୍ୱରରୁ ଯାଇ ପୁରୀ, କୋଣାର୍କ, ଚିଲିକା, ତାରାତାରିଣୀ ଏବଂ ଗୋପାଳପୁର ଯାଇପାରିବେ ସାଧାରଣ ଲୋକ । ଏଥିପାଇଁ ପୁରୀରେ ଏୟାରପୋର୍ଟ ଲାଗି ରାଜ୍ୟ ସରକାର ଜମି ଯୋଗାଇଦେଇଛନ୍ତି । ପରିବେଶ ମଞ୍ଜୁରୀ ମଧ୍ୟ ମିଳିଛି । କେନ୍ଦ୍ର ମନ୍ତ୍ରୀଙ୍କ ଦୟା ହେଲେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ବାହୁଦାରେ ଗ୍ରୀନ ଏୟାରପୋର୍ଟ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣଙ୍କ ନିବେଦନ କରାଯାଇଛି ।

ଏଠାରେ ଏୟାରପୋର୍ଟ କରାଗଲେ ଆନ୍ଧ୍ର ଓଡିଶା ମଧ୍ୟରେ ଯୋଗାଯୋଗ ସୁଗମ ହେବ । ଆହୁରି ବି ଝାରସୁଗୁଡା, ରାଉରକେଲା ଏୟାରଲାଇନ ବନ୍ଦ ହେବା ନେଇ ମନ୍ତ୍ରୀ ବିଭୁତି ଜେନାଙ୍କ ଉଦବେଗ ପ୍ରକାଶ କରିଛନ୍ତି । ଖବର ନ ଦେଇ ବନ୍ଦ କରିବାରୁ ଆମେ ଅସୁବିଧାର ସମ୍ମୁଖୀନ ହେଲୁ । ଏହାକୁ ଶୀଘ୍ର ଚାଲୁ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ନିବେଦନ କରିଛନ୍ତି ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ