
ଦୋହା: ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ନୀରଜ ଚୋପ୍ରା ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ କରିଛନ୍ତି।
ଦୋହାରେ ଜାଭେଲିନ୍ ଫାଇନାଲ୍ ସମୟରେ ନୀରଜଙ୍କ ତୃତୀୟ ପ୍ରୟାସ ସମୟରେ ଆସିଥିବା ୯୦.୨୩ ମିଟର ବାଧା ମଧ୍ୟ ଏବେ ଭାରତର ଜାତୀୟ ରେକର୍ଡ ବୋଲି ଜଣାପଡ଼ିଛି।