ଭୁବନେଶ୍ୱର: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ କଡ଼ା ଚେତାବନୀ। ମିଲରଙ୍କୁ ତାଗିଦ୍ କଲେ ମନ୍ତ୍ରୀ। ମନ୍ତ୍ରୀ ପାତ୍ର କହିଛନ୍ତି, ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାରୁ ଧାନ କିଣୁଥିବା ମିଲରଙ୍କ ମିଲ୍କୁ ସିଲ୍ କରାଯିବ। ଏହା ସହ ମିଲ୍କୁ କଳା ତାଲିକାଭୁକ୍ତ କରାଯିବ। ନୂଆପଡ଼ାରେ ଏହି କାରଣ ପାଇଁ ମିଲ୍କୁ ସିଲ୍ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଆଗକୁ ଯିଏ ବି ଏମିତି କାମ କରିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି। ପୂର୍ବରୁ ବରଗଡ଼ରେ ଧାନମଣ୍ଡି ଖୋଲିବା ଦିନ ମନ୍ତ୍ରୀ ପାତ୍ର ପାତ୍ର କହିଥିଲେ। କଥା ଦେଇଥିଲୁ ରଖିଲୁ। ଆମ ସରକାର କଥା ରଖିଲେ ବୋଲି କହିଲେସୀମା ସିଲ ହୋଇଛି, ସିସିଟିଭି ଲାଗିଛି, ପାଟ୍ରୋଲିଂ ହେଉଛି। ଆଜି ବରଗଡ଼ର ୩ଟି ମଣ୍ଡିରୁ, କାଲିଠୁ ଅନ୍ୟ ସ୍ଥାନରୁ ଆରମ୍ଭ ହେବ ବୋଲ ମନ୍ତ୍ରୀ ପାତ୍ର କହିଛନ୍ତି।
State-wide fire safety mock drill on March 28
Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…


