ନଦୀ ସୁଅରେ ଭାସିଗଲେ ଯୁବକ

vମୟୂରଭଞ୍ଜ :କାଳ ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବକ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୋଡ଼ଗାଁ ଗ୍ରାମରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ଗ୍ରାମର ସିପୁନ ମଢେଇ। ସୂଚନା ଅନୁସାରେ, ସିପୁନ ନିଜ ଜଣେ ସାଙ୍ଗଙ୍କ ସହ କାଳ ନଦୀରେ ଗାଧୋଉଥିଲେ। ଏହି ସମୟରେ ଅଚାନକ ପ୍ରଖର ସୁଅ ଆସିବାରୁ ସିପୁନ ନଦୀରେ ବୁଡ଼ିଯାଇ ଭାସି ଯାଇଥିଲେ।

ଘଟଣା ସମ୍ପର୍କରେ ତୁରନ୍ତ କପ୍ତିପଦା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସିପୁନଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ଲଗାଣ ବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର ବଢ଼ିବା ସହ ଜଳ ନିଷ୍କାସନ ହେଉଥିବାରୁ କାଳ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ନଦୀରେ ଭରା ପାଣି ଓ ପ୍ରଖର ସୁଅ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସମସ୍ୟା ଉପୁଜୁଛି।

  • Related Posts

    ବଲାଙ୍ଗୀରରୁ ବ୍ୟବସାୟୀଙ୍କୁ ଅପହରଣ, ଭୁବନେଶ୍ବରରୁ ଉଦ୍ଧାର

    ବଲାଙ୍ଗୀର: ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର କୁମାର ସାହୁଙ୍କୁ ଅପହରଣର ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ପୋଲିସ । ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଜାରି । ଅପହରଣର କାରଣ ଏବେବି ଅସ୍ପଷ୍ଟ ।…

    Continue reading
    ଫୁଲୁଛି ସୁବର୍ଣ୍ଣରେଖା

    ବାଲେଶ୍ବର: ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ପରେ ଉପକୂଳ ତଥା ତଳିଆ ଅଞ୍ଚଳରେ ବନ୍ୟା ଭୟ ଘନେଇବାରେ ଲାଗିଛି । ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜିଲ୍ଲାର ଚାରୋଟି ପ୍ରମୁଖ ବ୍ଲକ ବସ୍ତା, ବାଲିଆପାଳ, ଜଳେଶ୍ୱର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ