ବିଜେଡିକୁ ପୁଣି ଶ୍ରୀମୟୀଙ୍କ ନିଶାଣ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ଫଳ ଘୋଷଣା ପୂର୍ବରୁ ବିଜେଡିକୁ ନିଶାଣ କରିଛନ୍ତି ଦଳରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ସାମାଜିକ ଗଣମାଧ୍ୟମରେ ବିଜେଡି ନାଁ ନନେଇ ଉଲ୍ଲେଖ କରିଛନ୍ତି ଯେ, ଗୋଟେ ନୂଆ ଟ୍ରେଣ୍ଡ ଚାଲିଛି । ନିର୍ବାଚନ ମୁକ୍ତ ଆଉ ସ୍ବଚ୍ଛ ନଥିଲା। ଗତ ଦୁଇଦିନ ହେଲା ଏହି ସ୍କ୍ରିପ୍ଟକୁ ସମସ୍ତେ ପଢୁଛନ୍ତି। କେଉଁଠୁ ଆସିଛି ଏ ସ୍କ୍ରିପ୍ଟ ? କିଏ ପ୍ରଥମେ ଲେଖିଥିଲା ଏ ଲାଇନ, କିଏ ସେଇ ଅସଲ ମାଷ୍ଟରମାଇଣ୍ଡ? ଆଉ ଏହାକୁ ପୋଷା ଶୁଆ ଭଳି ଗାଉଥିବା ନେତାମାନେ ନିଜର ଅସ୍ତିତ୍ବ ଭୁଲିଗଲେଣି। ବାକି ସବୁ କପି-ପେଷ୍ଟ ଗ୍ୟାଙ୍ଗ ଗୋଟେ ଗୋଟେ କରି କହି ଚାଲିଛନ୍ତି। ପବ୍ଲିକ ସବ୍ ଜାନତା ହୈ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ