ସମସ୍ତ ନିର୍ବାଚନକୁ ନବୀନ ସିରିୟସ୍ ନେଇ କାମ କରନ୍ତି :ଅରୁଣ ସାହୁ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି । ବିଶେଷ କରି ବିଜେଡି ବିଧାୟକଙ୍କ ମତିଗତି ଉପରେ ସମସ୍ତଙ୍କ ନଜର ରହିଛି । କ୍ଷମତାରୁ ଯିବା ପରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥିବା ବିଜେଡି ସଭାପତିଙ୍କ ଲାଗି ରାଜ୍ୟସଭା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନିର୍ବାଚନକୁ ମାତ୍ର 2 ଦିନ ଥିବାବେଳେ ବିଧାୟକଙ୍କ ଲାଗି ତାଲିମ ବ୍ୟବସ୍ଥା କରିଛନ୍ତି ବିଜେଡି ସଭାପତି । ସେପଟେ ବିଜେପିର ଘୋଡ଼ା ବେପାରରେ ବିଧାୟକ ପ୍ରଭାବିତ ହେବେନାହିଁ ବୋଲି ବିଜେଡି ଦାବି କରିଛି ।

ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, “ସବୁବେଳେ ସବୁ କାମ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସିରିୟସ୍ ଥାନ୍ତି । ସମସ୍ତ ନିର୍ବାଚନକୁ ସେ ସିରିୟସ୍ ନେଇ କାମ କରନ୍ତି । ଦଳ ଚଳେଇବା ଓ ଦଳକୁ ନେତୃତ୍ୱ ଦେବାରେ ସିରିଏସନେସ ରହିବା କଥା । ଏଥିରେ ନୂଆ କଥା କିଛି ନାହିଁ । ଦଳକୁ ସୁସଙ୍ଗଠିତ କରି ରଖିବା ପାଇଁ ଚେଷ୍ଟା କରିବାକୁ ଦାଇତ୍ୱ ସମ୍ପର୍ଣ୍ଣ କରିବା କଥା । ଭୟର କିଛି ମାନେ ନାହିଁ ।”

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ