
ଭୁବନେଶ୍ବର: ମୋହନ ସରକାର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୪୯ ଜଣ ଆଇଏଏସ ଓ ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ ହୋଇଛି । ଭୁବନେଶ୍ୱର ମହାନଗର ନିଗମ କମିଶନଙ୍କ ସହ ୧୫ ଜିଲ୍ଲାପାଳଙ୍କର ବଦଳି ହୋଇଛି ।
ନୂଆ ଜିଲ୍ଲାପାଳ:
ପୁରୀ ଜିଲ୍ଲାପାଳ:- ଦିବ୍ୟଜ୍ୟୋତି ପରିଡ଼ା
ମାଲକାନଗିରି ଜିଲ୍ଲାପାଳ:- ସୋମେଶ କୁମାର ଉପାଧ୍ୟାୟ
ସୁନ୍ଦରଗଡ଼ ଜିଲ୍ଲାପାଳ:- ଶୁଭଙ୍କର ମହାପାତ୍ର
ସୁବର୍ଣ୍ଣପୁର ଜିଲ୍ଲାପାଳ:- ନୃପରାଜ ସାହୁ
ଢେଙ୍କାନାଳ ଜିଲ୍ଲାପାଳ:- ଆଶିଷ ଈଶ୍ବର ପାଟିଲ୍
ଗଞ୍ଜାମ ଜିଲ୍ଲାପାଳ:- କୀର୍ତ୍ତି ଭାସନ ଭି
କୋରାପୁଟ ଜିଲ୍ଲାପାଳ:- ମନୋଜ ସତ୍ୟବାନ ମହାଜନ
ରାୟଗଡ଼ା ଜିଲ୍ଲାପାଳ:- କୁଲକର୍ଣ୍ଣି ଆଶୁତୋଷ ସି
ଝାରସୁଗୁଡ଼ା ଜିଲ୍ଲାପାଳ:- ଚୌହାନ କୁନାଲ୍ ମୋତିରାମ
ବୌଦ୍ଧ ଜିଲ୍ଲାପାଳ:- ବିଭୂତି ଭୂଷଣ ନାୟକ
କେନ୍ଦ୍ରାପଡା ଜିଲ୍ଲାପାଳ:- ରଘୁରାମ ଆର ଆୟାର
ଖୋର୍ଦ୍ଧା ଜିଲ୍ଲାପାଳ:- ଅମ୍ରିତ ଋତୁରାଜ
କନ୍ଧମାଳ ଜିଲ୍ଲାପାଳ:- ବେଦଭୂଷଣ
ଗଜପତି ଜିଲ୍ଲାପାଳ:- ମଧୁସ୍ମିତା
ଯାଜପୁର ଜିଲ୍ଲାପାଳ:- ଅମ୍ବର କୁମାର କର