
ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାର ଆଇଏଏସସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ତେବେ କାହାକୁ କେଉଁ ଦାୟିତ୍ୱ ମିଳିଛି ଆସନ୍ତୁ ଜାଣିବା:
୧-ବିଜୟ ଅମୃତ କୁଲାଙ୍ଗେ-ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ
୨- ଅଞ୍ଜନା ପଣ୍ଡା- ଆୟୁଷ ନିର୍ଦ୍ଦେଶକ
୩- ପ୍ରେମଜିତ ନାୟକ- ଏସସି/ଏସଟି ଏବଂ ଫଛୁଆ ବିଭାଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ
୪- ପି.ଅନ୍ୱେଷା ରେଡ୍ଡୀ- ଆଇଜିଆର, କଟକର ଅତିରିକ୍ତ ଦାୟିତ୍ୱ




