ନବୀନଙ୍କ ବନ୍ଦନା କରିବା ବିଜେଡିର ବ୍ରତ:ବିଜେପି

ଭୁବନେଶ୍ୱର: ବାତ୍ୟା ପରେ ଏବେ କଥା କଟାକଟି ଶାସକ ଓ ବିରୋଧୀ । ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଶାସକ ଦଳକୁ ଟାର୍ଗଟେ କରିଥିଲେ । ବିଜେଡି ମୁଖପାତ୍ର ଲେଖାଶ୍ରୀଙ୍କ ପ୍ରତିକ୍ରିୟାର ଜବାବ ରଖିଲା ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ବିଜେଡ଼ିକୁ କାଉଣ୍ଟର କରି କହିଛନ୍ତି, “ନବୀନଙ୍କ ବନ୍ଦନା କରିବା ବିଜେଡିର ବ୍ରତ । ପ୍ରାକୃତିକ ବିପର୍ୟୟ ବେଳେ ରାଜନୀତି ହୋଇନଥାଏ । ସରକାର ସଫଳ ପରିଚାଳନା କରିଛନ୍ତି । ବିଜେଡିର କିଛି ନେତା ନେତ୍ରୀ ହେଉଛନ୍ତି ହାବିଚୁଆଲ କମ୍ପ୍ଲେନାଣ୍ଟ । ନବୀନଙ୍କ ବନ୍ଦନା କରିବା ବିଜେଡିର ବ୍ରତ। ପ୍ରାକୃତିକ ବିପର୍ୟୟ ବେଳେ ରାଜନୀତି ହୋଇନଥାଏ । ସରକାର ସଫଳ ପରିଚାଳନା କରିଛନ୍ତି। ୟାସ ବାତ୍ୟା ବେଳେ କଣ ବିଜେଡି ସରକାର ଇଭାକ୍ୟୁସନ କରିନଥିଲେ, ସେତେବେଳେର ଶ୍ୱେତପତ୍ର ଦିଅନ୍ତୁ । ବିଜେଡି ସଭାପତି ବାତ୍ୟା ବେଳେ ନବୀନ ନିବାସରେ ତାଟି ଯାକିକି ଲୁଚନ୍ତି । ହେଲେ ଏବେ ମୁଖ୍ୟମନ୍ତ୍ରୀ କେମିତି ଲୋକଙ୍କ ସୁଖ ଦୁଃଖ ବୁଝୁଥିଲେ । ପୂରା ଆକ୍ଟିଭ ଥିଲେ । ନବୀନ କେବେ ଏମିତି କରିନାହାନ୍ତି । ଆମେ ଲୋକଙ୍କ ସହ ଅଛୁ ଏବେ ବି ସୁଖ ଦୁଃଖ ବୁଝୁଛୁ। ପୂର୍ବ ବାତ୍ୟାରେ ମୃତ୍ୟୁ ବରଣ ଘଟିଛି କିନ୍ତୁ ଚିତ୍ରଗୁପ୍ତ ଏହାକୁ ଚପେଇଦେଇ ଜିରୋ କାଜୁୟାଲିଟି କଥା କହୁଥିଲେ ।”

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ