ପ୍ରକଳ୍ପ ଅଛି କିନ୍ତୁ ପିଲାଙ୍କ ପରିସ୍ରା ଠାରୁ କମ ଆସୁଛି ପାଣି:ତାରା

ଭୁବନେଶ୍ୱର: ବିଧାନସଭାରେ ବୋରିଗୁମ୍ମାରେ ୨୦୧୬ ଓ ୧୭ ଜଳ ପ୍ରକଳ୍ପ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ପ୍ରକଳ୍ପ ଅଛି କିନ୍ତୁ ପିଲାଙ୍କ ପରିସ୍ରା ଠାରୁ କମ ଆସୁଛି ପାଣି କିନ୍ତୁ ଆଜି ଯାଏଁ ସରିନି ପ୍ରକଳ୍ୁ କାମ । ୯୮ ପ୍ରତିଶତ ବିଲ ନେଇ ସାରିଛି ଠିକାଦାର କମ୍ଫାନୀ ।
କିନ୍ତୁ କାମ ଶୂନ୍ୟ ଏବେ ଯାଏଁ କମ୍ଫାନୀ ବିରୋଧରେ କୌଣସି ଆକ୍ସନ ନିଆଯାଉନାହିଁ ତାହା ବର୍ତ୍ତମାନ ଚିନ୍ତା ଜନକ ବିଷୟ । ଏହି ପ୍ରଶ୍ନର ଉତ୍ତର ରଖି ପଂଚାୟତରାଜମନ୍ତ୍ରୀ କହିଛନ୍ତି ବହୁତ କମ ସମୟ ମଧ୍ୟରେ ବୋରିଗୁମ୍ମା ବ୍ଲକରେ ଠିକାଦାର କମ୍ଫାନୀ କାମ କରିଥିଲେ । ଏହି କାମର ବର୍ତ୍ତମାନ ସୁଦ୍ଧା କଣ ରହିଛି ପରିମାଣ ତାହା ଏହି ମାସର ଶେଷ ସୁଦ୍ଧା ନିଷ୍ପତ୍ତି ନିଆଯିବ। କାମରେ ଭୁଲ ଥିଲେ ତାହା ଉପରେ କାଯ୍ୟାନୁଷ୍ଠାନ ନିଆଯିବ ।

  • Related Posts

    ବିଶ୍ୱ ପରିବେଶ ଦିବସ: ହଜିଯାଇଛି ବୃକ୍ଷରାଜି, ଶୁଖିଯାଉଛି ଜଳଧାରା

    ଦେବଗଡ଼: ଦ୍ରୁତଗତିରେ ଚାଲିଛି ବିକାଶ। ତେବେ ବିକାଶ ନାଁରେ ଲୋକମାନଙ୍କ ଗମନାଗମନର ତଥା ଅନ୍ୟାନ୍ୟ ସୁବିଧା ସହ ସୁବ୍ୟବସ୍ଥା ପାଇଁ ତିଆରି ହେଊଛି ଜାତୀୟ ରାଜପଥ। ଏହି ବିକାଶ ଧାରା ତଥା ୪୯ ନଂ ଜାତୀୟ ରାଜପଥର ସଂପ୍ରସାରଣ ଯୋଗୁଁ ତିଲେଇବଣିରୁ…

    Continue reading
    ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

    ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏହି ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଙ୍କ ସହ ପରିଚାଳନା କମିଟିର ସଦସ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ