
ଭୁବନେଶ୍ଵର : ପୁଲିସ ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏସ୍ବି ଯବାନଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ସିବିଆଇ ଅଫିସରେ ଏସ୍ଏସ୍ବି ଯବାନ ଅର୍ଜୁନ୍ ନାୟକଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତ ବିରଞ୍ଚିଙ୍କ ସହଯୋଗୀ ନିମାଇଁ ସାହୁଙ୍କୁ ମଧ୍ୟ ଅଟକ ରଖାଯାଇଛି। ଉଭୟଙ୍କର ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ପରେ ସିବିଆଇ ଅଫିସକୁ ନିଆଯାଇଛି। ଦୁଇ ଦିନର ଜେରା ପରେ ଉଭୟଙ୍କୁ ସିବିଆଇ ଅଫିସ ନିଆଯାଇଛି।




