ପୁଣି ବଢିଲା ସୁନା-ରୁପା ଦର

ସୁନା ଦର ହ୍ରାସରେ ବ୍ରେକ୍। ପୁଣି ବଢିଲା ସୁନା-ରୁପା ଦର। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ବଢିଲା ୩ ହଜାର ୭୬୦ ଟଙ୍କା। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୪୬ ହଜାର ୬୭୦ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ଗତ କାଲି ୧ ଲକ୍ଷ ୪୨ ହଜାର ୯୧୦ ଟଙ୍କା ଥିଲା।
ସେହିଭଳି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୩ ହଜାର ୪୫୦ ଟଙ୍କା ବୃଦ୍ଧି ହୋଇଛି। ଏବେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୧ ଲକ୍ଷ ୩୪ ହଜାର ୪୫୦ ଟଙ୍କା। ଗତ କାଲି ୧ ଲକ୍ଷ ୩୧ ହଜାର ଟଙ୍କା ଥିଲା।

୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୨,୮୨୦ ଟଙ୍କା ବଢିଛି। ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୧ ଲକ୍ଷ ୧୦ ହଜାର ୧୦ ଟଙ୍କା।ଅନ୍ୟପଟେ ରୁପା କେଜି ପିଛା ୧୦ ହଜାର ଟଙ୍କା ବଢି ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି। ମାର୍ଚ୍ଚ ୧୮ ତାରିଖରୁ ଲଗାତାର ଭାବେ ସୁନା-ରୁପା ଦରରେ ହ୍ରାସ ଘଟୁଥିଲା। ଏବେ ପୁଣି ଦର ବଢିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ।

  • Related Posts

    ବାପ-ପୁଅଙ୍କୁ ଛୁରୀ ଭୁଷି ମାରିଦେଲା ପଡ଼ୋଶୀ

    ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଚିତ୍ତରଞ୍ଜନ ପାର୍କ ସ୍ଥିତ ଗୋଟିଏ ଆବାସିକ କମ୍ପ୍ଲେକ୍ସରେ ଘଟିଛି ଭୟଙ୍କର ଘଟଣା। ବାପ-ପୁଅଙ୍କୁ ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ସେମାନଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି। ଟଙ୍କା…

    Continue reading
    ହୋର୍ମୁଜକୁ ନେଇ ପୁଣି ଧମକ ଦେଲା ଇରାନ: ‘ଆମେରିକା ଅବରୋଧ ନହଟାଇଲେ ଆକ୍ସନ ନେବୁ’

    ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ଭିତରେ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ୪୮ ଦିନ ପରେ ହୋର୍ମୁଜ ପ୍ରଣାଳୀ ଖୋଲିଛି । ଯୁଦ୍ଧବିରତି ଯାଏ ହୋର୍ମୁଜ ଖୋଲା ରହିବ ବୋଲି କହିଛି ଇରାନ । ତେହେରାନର ଏହି ନିଷ୍ପତ୍ତି ପରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ