
ପୁରୀ:ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି। ଅକ୍ଷୟ ତୃତୀୟା ଦିନ ଅପରାହ୍ମ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା । ଅପରାହ୍ମ ୩ଟା୩୦ ରେ ଠାକୁରଙ୍କ ଦିଅଁ ବିଜେ । ପରେ ୪ଟାରେ ରଥ ଆଜ୍ଞାମାଳ ବିଜେ। ରାତି ୧୦ଟାରେ ଚନ୍ଦନ ଠାକୁର ବାହୁଡା ବିଜେ ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ।




