ଗଣତନ୍ତ୍ର ଏବଂ ଦେଶର ଏକତା ପାଇଁ “ବିଜୟ” : ପ୍ରିୟଙ୍କା

ନୂଆଦିଲ୍ଲୀ : ଲୋକସଭାରେ ଫେଲ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ । ମୋଟ୍ ୫୩୨ଭୋଟ ମଧ୍ୟରୁ ୨୯୮ ଭୋଟ ସପକ୍ଷରେ ଏବଂ ୨୩୦ ଭୋଟ ବିପକ୍ଷରେ ପଡ଼ିଥିଲା।କିନ୍ତୁ ଆବଶ୍ୟକୀୟ ବହୁମତ ଅଭାବରୁ ବିଲ୍ଫେଲ୍ ମାରିଛି । ତେବେ ଏହି ବିଲ୍ କାଟ୍ ଖାଇବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି । ସେ କହିଛନ୍ତି କି, ଦଳ ମହିଳା ସଂରକ୍ଷଣକୁ ବିରୋଧ କରେ ନାହିଁ, କିନ୍ତୁ ପୁରୁଣା ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ସହିତ ଏହାକୁ କାର୍ୟ୍ୟକାରୀ କରିବା ଗ୍ରହଣୀୟ ନୁହେଁ । ବିଶେଷକରି ଯେତେବେଳେ ଏହା ଓବିସି ବର୍ଗକୁ ବାଦ ଦିଆଯାଉଛି । ସେ ଏହାକୁ ଗଣତନ୍ତ୍ର ଏବଂ ଦେଶର ଏକତା ପାଇଁ “ବିଜୟ” ବୋଲି କହି କହିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ ଟ୍ୱିଟ୍କରି କହିଛନ୍ତି, “ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳା ସଂରକ୍ଷଣ ଏହି ଦେଶର ମହିଳାଙ୍କ ଅଧିକାର, ଯାହାକୁ ହାସଲ କରିବାରେ କେହି ସେମାନଙ୍କୁ ବାଧା ଦେଇପାରିବେ ନାହିଁ। ଗୋଟିଏ ଦିନ, ଏହା ବାସ୍ତବତାରେ ପରିଣତ ହେବ। କିନ୍ତୁ, ଏହାକୁ ୨୦୧୧ ଜନଗଣନା ଏବଂ ଏହା ଉପରେ ଆଧାରିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସହିତ ମନ୍ଦ ଭାବରେ ଯୋଡ଼ା ଯାଇଛି । ଯେଉଁ କାରଣରୁ ଏହାକୁ ବିରୋଧ କରାଯାଇଛି ।

  • Related Posts

    ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂର: ଇରାନ

    ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଶାନ୍ତି ଆଲୋଚନା ଖୁବ୍ ଶୀଘ୍ର ହେବାର ଆଶା କରାଯାଉଛି। ଇରାନ କହିଛି ଯେ ଆମେରିକା ସହିତ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଛି। କିନ୍ତୁ ଏକ ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂରରେ…

    Continue reading
    ଭାରତ ସହିତ ଇରାନ ଭଲ ସଂପର୍କ ଅଛି: ହାକିମ ଇଲାହି

    ନୂଆଦିଲ୍ଲୀ: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଇଲାହିଙ୍କୁ ହର୍ମୁଜ ପ୍ରଣାଳୀ ନିକଟରେ ଦୁଇଟି ଭାରତୀୟ ପତାକାଯୁକ୍ତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ବିଷୟରେ ପଚରାଯାଇଥିଲା। ସେ କହିଥିଲେ ଯେ ସେ ଏପରି କୌଣସି ଘଟଣା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ