କେନ୍ଦୁଝର ଜିଲ୍ଲାରେ ପାଟଣା ସାହାରପଡା ବ୍ଲକରେ ଡ଼ାଇରିଆ ଆତଙ୍କ

କେନ୍ଦୁଝର,୨୫/୦୪/୨୦୨୬:କେନ୍ଦୁଝର ଜିଲ୍ଲାରେ ପାଟଣା ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ଲୁଙ୍ଗା ଗ୍ରାମରେ ଅନେକ ଲୋକ ଏବେ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଅତ୍ୟଧିକ ଗରମ ସମୟରେ ଦୂଷିତ ପାଣି ପିଇବା ଯୋଗୁ ଗ୍ରାମରେ ଡ଼ାଇରିଆ ବ୍ୟାପିଥିବା ଲୋକେ ଅନୁମାନ କରୁଛନ୍ତି। ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ମାନେ ଗ୍ରାମକୁ ଆସି ପରିସ୍ଥିତି ଅନୁଧ୍ୟାନ କରି ଚାଲିଯାଇଥିବା ଜାଣିବାକୁ ମିଳିଛି। ଗ୍ରାମର ସମସ୍ତ ଲୋକ ନଳକୂଅ ପାଣି ବ୍ୟବହାର କରନ୍ତି। ନଳକୂଅ ପାଣିକୁ ପରୀକ୍ଷା କରି ବ୍ଲିଚିଙ୍ଗ ପାଉଡର ପକାଇ ବାକୁ ଦାବି ହୋଇଛି।

  • Related Posts

    ସୋଆ ବିଶ୍ୱ ବିଦ୍ୟାଳୟର ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ- 2026 ପାଳିତ

    ଭୁବନେଶ୍ୱର – ତା 25.04.26 – ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ର ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ, ଓଡିଶା ପ୍ରାଣୀ ଚିକିତ୍ସା ପରିଷଦ ଏବଂ ଓଡିଶା ପ୍ରାଣୀ ଚିକିତ୍ସା ସମିତି ମିଳିତ ଆନୁକୂଲ୍ୟରେ…

    Continue reading
    ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ

    କଟକ,୨୫/୦୪/୨୦୨୬:କଟକର ଐତିହାସିକ ବାରବାରୀ ଷ୍ଟାଡିୟମକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ନୋଟିସ। ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାଟୀ ସହିତ ଦେଶର ୬ଟି କ୍ରିକେଟ ଷ୍ଟାଡିୟମଙ୍କୁ ଏନଜିଟି ନୋଟିସ କରିଛନ୍ତି।ବିନା ଏନଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର