ଭୁବନେଶ୍ୱର:ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ରାୟଗଡ଼ାରେ ପ୍ରବଳ କୁଆପଥର ମାଡ଼ ହେବବୋଲି ପୂର୍ବାନୁମାନ କରାଯାଇଛି ।
ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ାରେ ୫୦ରୁ ୬୦ କିମି ବେଗରେ ଝଡ଼ବତାସ ହେବ । ବର୍ଷା ବି କାଚିବ । ଏହାର ପ୍ରଭାବରେ ଗଛ ଉପୁଡ଼ିବା ସହ ଛପର ଉଡ଼ିଯିବାର ବି ଆଶଙ୍କା ରହିଛି । ଏନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଆସନ୍ତାକାଲି ଏହି ଜିଲ୍ଲାରେ ଭାଙ୍ଗିବ ଗଛ, ଉଡ଼ିବ ଛପର !
ଭୁବନେଶ୍ୱର : ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ାରେ ୫୦ରୁ ୬୦ କିମି ବେଗରେ ଝଡ଼ବତାସ ହେବ । ବର୍ଷା ବି କାଚିବ । ଏହାର ପ୍ରଭାବରେ…

