‘ଅର୍ଣ୍ଣବ’ ମୁକାବିଲା ନେଇ ମୁଖ୍ୟ ସଚିବ ପ୍ରତିକ୍ରିୟା, କହିଲେ….

ଭୁବନେଶ୍ୱର: ବାତ୍ୟା ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସମୀକ୍ଷା ବୈଠକ । ‘ଅର୍ଣ୍ଣବ’କୁ ନେଇ ହୋଇଛି ସମୀକ୍ଷା ବୈଠକ । କ୍ୟାବିନେଟ ସଚିବଙ୍କ ସହିତ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପ୍ରତିକ୍ରିୟା । କୋରାପୁଟ, ରାୟଗଡା, ମାଲକାନଗିରି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା, ପବନ ଅଧିକ ହେବ ।

ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ କଣ ପଦକ୍ଷେପ ନିଆଯାଇଛି ତାହା ଅବଗତ କରାଯାଇଛି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଫେରି ଆସିଛନ୍ତି । ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲା ଗୁଡିକରେ ୩ ହଜାର ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କୁ ମେଡିକାଲ ସ୍ଥାନାନ୍ତରିତ କରାଯିବ।ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି ।

ଛତିଶଗଡରେ ବର୍ଷା ହେବ। ସେମାନଙ୍କ ସହିତ ଯୋଗାଯୋଗରେ ରହିଛୁ। ସେମାନେ ପାଣି ଛାଡିଲେ ଆମେ ସେହି ଅନୁସାରେ ପଦକ୍ଷେପ ନେବୁ । ଆଜିର ବୈଠକରେ ଆନ୍ଧ୍ର, ଓଡିଶା, ପୁଡୁଚେରୀ, ତେଲେଙ୍ଗାନା ସହ ଆଲୋଚନା କରିଛନ୍ତି କ୍ୟାବିନେଟ ସଚିବ । ଆବଶ୍ୟକ ହେଲେ ଆଉ NDRF ଟିମ୍ ଦେବ କେନ୍ଦ୍ର । ‘ଅର୍ଣ୍ଣବ’ ମୁକାବିଲା ନେଇ ମୁଖ୍ୟ ସଚିବ ପ୍ରତିକ୍ରିୟା ଦେଇଛନ୍ତି ।

  • Related Posts

    ବାତ୍ୟା ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା! ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ଆଶଙ୍କା ରହିଛି । ୨୭ ଓ ୨୮ ତାରିଖରେ ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର କେତେକ…

    Continue reading
    ସୃଷ୍ଟି ହେଲା ବାତ୍ୟାର ଆଖି, ଦ୍ରୁତ ଗତିରେ ସଂଗଠିତ ହେଉଛି ବାତ୍ୟା ‘ଅର୍ଣ୍ଣବ’

    ଭୁବନେଶ୍ୱର : ସୃଷ୍ଟି ହେଲା ବାତ୍ୟାର ଆଖି । ବଙ୍ଗୋପସାଗରରେ ଦ୍ରୁତ ଗତିରେ ସଂଗଠିତ ହେଉଛି ବାତ୍ୟା ‘ଅର୍ଣ୍ଣବ’ । ଉପଗ୍ରହ ଚିତ୍ରରେ ବାତ୍ୟାର ସର୍ପିଳ ଆକୃତି ଅଧିକ ସ୍ପଷ୍ଟ ହେବାରେ ଲାଗିଛି। କେନ୍ଦ୍ର ନିକଟରେ ଆଖି ଭଳି ଗଠନ ବିକଶିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି