ମୁଁ ପାଣ୍ଡିଆନଙ୍କୁ ମାନେ ନାହିଁ: ଅରବିନ୍ଦ

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସାଙ୍ଗଠନିକ ବୈଠକ ଶେଷ ପରେ ଅରବିନ୍ଦ ମହାପାତ୍ର ଏକ ବଡ଼ କଥା କହିଛନ୍ତି ।ନବୀନ ପଟ୍ଟନାୟକ ହେଉଛନ୍ତି ମୋର ନେତା। ତାଙ୍କୁ ମୁଁ ମାନେ ଭିକେ ପାଣ୍ଡିଆନଙ୍କୁ ମୁଁ ମାନେ ନାହିଁ। ମୋର ନବୀନଙ୍କ ସହ କଥାବାର୍ତ୍ତା। ମୋ ଉପରେ କୌଣସି ବାହ୍ୟ ବଳ ନାହିଁ। ଏମିତି କହିଛନ୍ତି ବିଜେଡିର ଯୁବ ବିଧାୟକ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।
ସେ କହିଛନ୍ତି, ନବୀନଙ୍କୁ ଭେଟି ଜିଲ୍ଲା ରେ ଖାଲି ଥିବା ପଦବୀ ପୂରଣ ନେଇ ଆଲୋଚନା ହୋଇଛି। ସଭାପତି ଯାହା ନିଷ୍ପତି ନେବେ ତାହା ଆମେ ମାନିବୁ। ଡଇଛୠ ବିଲ ନେଇ ଯାହା ମତ ହୋଇଛି ସମସ୍ତେ ଜାଣିଛନ୍ତି। ନବୀନ ଯାହା କହିବେ ତାହା ଫାଇନାଲ ତାଙ୍କ ଉପରେ ବିଶ୍ୱାସ ଅଛି। ସମସ୍ତେ ନିଜ ନିଜ ର ମତ ଦେଉଛନ୍ତି। ଅଂଶୁମାନ କୁଆଡେ ଯାଇଛନ୍ତି ତାହା ଜାଣିନି। ଗଣମାଧ୍ୟମ ରେ ଦୁନିଆ କଥା ଦେଖାଯାଉଛି। ଆମର ସଭାପତି ସବୁ ଜାଣିଛନ୍ତି। ଦଳ ସେ ଚଳାଉଛନ୍ତି। ଯିଏ ପାଣ୍ଡିଆନ ଙ୍କ ନାଁ ନେଉଥିବେ ସେମାନେ ଜାଣିଥିବେ। ମୁଁ ପାଣ୍ଡିଆନ ଙ୍କୁ ମାନେ ନାହିଁ, ନବୀନ ପଟ୍ଟନାୟକ ମୋ ସର୍ବୋଚ୍ଚ ନେତା। ନବୀନ ନିବାସ ରେ ପାଣ୍ଡିଆନଙ୍କୁ ମୁଁ ଦେଖିନାହିଁ। ମୋର ବଳ ଜଣେ ସିଏ ନବୀନ ବାବୁ। ଠିକ ସମୟରେ ଠିକ ନିଷ୍ପତି ନିଆଯିବ।

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ