ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସମବେଦନା

ଆଫଗାନିସ୍ତାନ: ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟଣାରେ ସେ ଗଭୀର ଭାବେ ମର୍ମାହତ। ଏଭଳି କଠିନ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛନ୍ତି। ଆହତମାନଙ୍କ ଦ୍ରୁତ ଆରୋଗ୍ୟ ପାଇଁ ସେ ପ୍ରାର୍ଥନା କରୁଛନ୍ତି। କ୍ଷତିଗ୍ରସ୍ତମାନଙ୍କ ସମସ୍ତ ପ୍ରକାର ମାନବତାବାଦୀ ସହାୟତା ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଥିବା ସେ କହିଛନ୍ତି।

  • Related Posts

    ଭାରତ ଉପରେ ଶୁଳ୍କ ବସାଇବା ଜରୁରୀ ଥିଲା : ଟ୍ରମ୍ପ ପ୍ରଶାସନ

    ଓ୍ବାସିଂଟନ : ଆମେରିକୀୟ ସୁପ୍ରିମକୋର୍ଟରେ ଫେଡେରାଲ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି ଟ୍ରମ୍ପ ପ୍ରଶାସନ । ଗତ ସପ୍ତାହରେ ଫେଡେରାଲ କୋର୍ଟ କହିଥିଲେ ଯେ ବିଦେଶୀ ଆମଦାନୀ ଉପରେ ଶୁଳ୍କ ଲଗାଇବାର ଅଧିକାର ଆମେରିକାର ରାଷ୍ଟ୍ରପତିଙ୍କର ନାହିଁ। ଟ୍ରମ୍ପ ପ୍ରଶାସନ ଭାରତ…

    Continue reading
    ନବୀକରଣ ହେବ ନୌସେନା ହେଲିକପ୍ଟର

    ନୂଆଦିଲ୍ଲୀ: ନବୀକରଣ ହେବ ନୌସେନା ହେଲିକପ୍ଟର । ଉପଲବ୍ଧ ହେବ AESA ରାଡାର ସିଷ୍ଟମ। ଅପରେସନ ସିନ୍ଦୁରର ସଫଳତା ପରେ, ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବା ପାଇଁ ନୌସେନାର ହେଲିକପ୍ଟରଗୁଡ଼ିକୁ ଆହୁରି ଉନ୍ନତ କରାଯିବ। ଏଥିପାଇଁ, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦଳ ଭିତରେ ଧୀରେ ଧୀରେ ଭକ୍ତ ବିରୋଧୀ ସ୍ବର ତେଜିଲାଣି

    ଦଳ ଭିତରେ ଧୀରେ ଧୀରେ ଭକ୍ତ ବିରୋଧୀ ସ୍ବର ତେଜିଲାଣି

    କେନ୍ଦୁପତ୍ର ବିକ୍ରି ବଢ଼ିବ:ମୁଖ୍ୟମନ୍ତ୍ରୀ

    କେନ୍ଦୁପତ୍ର ବିକ୍ରି ବଢ଼ିବ:ମୁଖ୍ୟମନ୍ତ୍ରୀ

    କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

    କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

    ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ :ଆଇନମନ୍ତ୍ରୀ

    ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ  ପ୍ରକ୍ରିୟା ଆରମ୍ଭ :ଆଇନମନ୍ତ୍ରୀ

    କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି: ବିଜେଡ଼ି

    କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି: ବିଜେଡ଼ି

    ବଦଳିଲେ ଦୁଇ ଆଇଆଇସି

    ବଦଳିଲେ ଦୁଇ ଆଇଆଇସି