ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ଚାହୁଁ ନ ଥିଲା କଂଗ୍ରେସ’

ନୂଆଦିଲ୍ଲୀ: କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କଂଗ୍ରେସକୁ ସମ୍ବିଧାନ ବିରୋଧୀ, ଆମ୍ବେଦକର ବିରୋଧୀ କହିଛନ୍ତି ଶାହା। ନେହରୁ ଓ ଇନ୍ଦିରାଙ୍କୁ ଭାରତ ରତ୍ନ ଦେଲେ, କିନ୍ତୁ ଆମ୍ବେଦକରଙ୍କୁ ସମ୍ମାନିତ କଲେନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମ୍ବେଦକରଙ୍କୁ ଭାରତରତ୍ନ ମିଳୁ ବୋଲି କଂଗ୍ରେସ ଚାହୁଁ ନ ଥିଲା। ୧୯୯୦ରେ ଆମ୍ବେଦକର ଭାରତରତ୍ନରେ ସମ୍ମାନିତ ହୋଇଥିଲେ। ଆମ୍ବେଦକରଙ୍କୁ ନେଇ ମୋ’ ମନ୍ତବ୍ୟକୁ କଂଗ୍ରେସ ବିକୃତ କରିଛି। ମନ୍ତବ୍ୟକୁ ବିକୃତ କରିବା କଂଗ୍ରେସର ଅଭ୍ୟାସ, ନିର୍ବାଚନ ବେଳେ ବି କଂଗ୍ରେସ ଏଭଳି କରିଥିଲା।

ପୁରୁଣା ପଦ୍ଧତି ଗ୍ରହଣ କରି କଥାକୁ ନଥା କରି ମିଥ୍ୟାକୁ ସତ୍ୟ ପ୍ରମାଣ କରି ସମାଜରେ ଦ୍ୱନ୍ଦ୍ୱ ବିସ୍ତାର କରିବାକୁ କଂଗ୍ରେସ ପୁଣି ଥରେ ଏକ ମନ୍ଦ ଉଦ୍ୟମ କରିଛି। ସଂସଦରେ ଆଲୋଚନା ବେଳେ ଏହା ପ୍ରମାଣିତ ହୋଇଛି ଯେ, ବାବା ସାହେବ ଆମ୍ବେଦକରଙ୍କ କଂଗ୍ରେସ କିପରି ଦୃଢ଼ ବିରୋଧ କରିଥିଲା ଏବଂ ତାଙ୍କ ଅନୁପସ୍ଥିତି ପରେ ମଧ୍ୟ କଂଗ୍ରେସ ତାଙ୍କୁ ମାର୍ଜିତ କରିବାକୁ ଚେଷ୍ଟା କରିଥିଲା।

ଶାହା କହିଛନ୍ତି, ମୋ ଯୋଗୁ ଅରବିନ୍ଦ କେଜ୍‌ରିଓ୍ବାଲ ସମ୍ବିଧାନ ଏବଂ ବାବା ସାହେବଙ୍କୁ ସମ୍ମାନ ଦେବା ଆରମ୍ଭ କରିଥିଲେ। ଏହା ଏକ ବଡ଼ କଥା। ଖାର୍ଗେଜୀ ଆତ୍ମ ମନ୍ଥନ କରିବା ଆବଶ୍ୟକ। ମୁଁ ସ୍ବପ୍ନରେ ସୁଦ୍ଧା ବାବାସାହେବଙ୍କୁ ଅପମାନ କରିପାରିବି ନାହିଁ।

  • Related Posts

    ତିହାର ଜେଲ୍ ଗଲେ ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା

    ତିହାର ଜେଲ୍ ଗଲେ କକ୍ରୋଚ ଜନତା ପାର୍ଟି (CJP) ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ଶାନ୍ତି ମୁଚାଲିକାର ଅବମାନନା ଓ ଧାର୍ଯ୍ୟ ବିକ୍ଷୋଭସ୍ଥଳ ମାନ୍ୟତାରୁ ବାଦ୍ ପଡ଼ିଥିବା ଯନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିବା…

    Continue reading
    ଗଙ୍ଗାରେ ବୁଡ଼ିଗଲା ଡ଼ଙ୍ଗା; ୧୪ ଜଣଙ୍କର ମୃତ୍ୟୁ

    ପାଟନା (ବିହାର): ବିହାରର ବୈଶାଳୀ ଜିଲ୍ଲାରେ ମଙ୍ଗଳବାରବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଘୋପୁର ଥାନା ଅଞ୍ଚଳରେ ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ କିଛି ଛୋଟ ପିଲାଙ୍କ ସମେତ 14 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ