ଏହି ରାଶିର ଝିଅ ହୋଇଥାନ୍ତି ପ୍ରବଳ ରାଗି

କୁହାଯାଏ ଝିଅମାନଙ୍କ ସହିବା ଶକ୍ତି ଅଧିକ ଥାଏ । ଯେକୌଣସି ପରିସ୍ଥିତିକୁ ନାରୀମାନେ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ସକ୍ଷମ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରିତିଟି ରାଶିର ସ୍ୱାମି ଗ୍ରହ ଅଛନ୍ତି । ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ଦେଖିବାକୁ ମିଳିଥାଏ ।
ମଙ୍ଗଳ ଗ୍ରହ ଥିବା ରଶିର ଜାତକଧାରୀ ବହୁତ ଉସôାହୀ, ଆତ୍ମବିଶ୍ୱାସୀ, ଜିଦ୍ଖୋର ଓ ରାଗି ହୋଇଥାନ୍ତି । ସେହିପରି ଶନି ରାଶିର ଲୋକ ବହୁତ ପରିଶ୍ରମୀ, ସଚ୍ଚୋଟ,ଧୈର୍ଯ୍ୟବାନ ଏବଂ ଶାନ୍ତ ସ୍ୱଭାବର ହୋଇଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ରରେ କିଛି ରାଶିର ଯୁବତୀ ରାଗି ସ୍ୱଭାବର ହୋଇଥାନ୍ତି ।
ମେଷ: ମେଷ ରାଶି ଉପରେ ମଙ୍ଗଳର ପ୍ରଭାବ ରହିଥାଏ । ଏଣୁ ଏହି ରାଶିର ଝିଅମାନେ ବହୁତ ରାଗି ହୋଇଥାନ୍ତି । ଛୋଟ ଛୋଟ କଥା ଏମାନଙ୍କୁ ଖରାପ ଲାଗିଥାଏ। ଥରେ ରାଗିଲେ ଏମାନେ ନିଆଁବାଣ ହୋଇଯାଆନ୍ତି । ଯାହ ମନକୁ ଆସେ ତାହା କହି ଦିଅନ୍ତି । ଥରେ ରାଗିଲେ ଏମାନଙ୍କୁ ଶାନ୍ତ କରିବା କାଠିକର ପାଠ ହୋଇଥାଏ ।
ବୃଷ: ଏମାନେ ଖୁବ ଶୀଘ୍ର ରାଗି ଯାଆନ୍ତି । ଏମାନେ ରାଗିଲେ ସବୁ ସୀମା ପାର୍ କରିଦିଅନ୍ତି । ଫଳରେ ତାଙ୍କ ମୁହଁରୁ ଏପରି କିଛି ବାହାରି ଯାଏ, ଯାହାଦ୍ୱାରା ସଂପର୍କରେ ଦୂରତା ଆସିଯାଇଥାଏ । ଏମାନେ ସହଜରେ ଶାନ୍ତ ହୁଅନ୍ତି ନାହିଁ ।
ବିଛା: ସାଧାରଣତଃ ଏହି ରାଶିର ଯୁବତୀ ସହଜରେ ରାଗନ୍ତି ନାହିଁ । ହେଲେ ଯେତେବେଳେ ଏମାନେ ରାଗି ଯାଆନ୍ତି , ସେ କାହା କଥା ଶୁଣନ୍ତି ନାହିଁ ।
ସିଂହ ରାଶି: ଏହି ରାଶିର ଯୁବତୀ ବହୁତ ରାଗି ସ୍ୱଭାବର । ଏମାନେ ନିଜର ରାଗ ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ । ଏମାନେ ଏପରି କିଛି କହିଦିଅନ୍ତି ଯାହା ଅନ୍ୟକୁ ଦୁଃଖ ଦେଇଥାଏ ।

  • Related Posts

    ଉପବାସ ସମୟରେ କ’ଣ ଖାଇବେନି

    ବିଭିନ୍ନ ପର୍ବପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି। ସାଧାରଣତଃ ଉପବାସକୁ ଭକ୍ତିଭାବ ସହ ଯୋଡ଼ା ଯାଇଥାଏ। ଏହାଦ୍ବାରା ଆମର ଓଜନ ହ୍ରାସ ପାଇଥାଏ ବୋଲି କିଛି ଲୋକ ବିଶ୍ବାସ କରିଥାନ୍ତି। ବିଜ୍ଞାନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ଉପବାସ ସ୍ବାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଏ।…

    Continue reading
    ଫଳରୁ ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ

    ଖାଦ୍ୟ ଓ ପାନୀୟରେ ଅସାବଧାନତା ଅନେକ ସମୟରେ ମହଙ୍ଗା ପଡ଼ିପାରେ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଫଳ ଓ ପନିପରିବା ଉପରେ ଷ୍ଟିକର୍‌ ଲଗାଇବାକୁ ନେଇ ଏକ ଚେତାବନୀ ଜାରି କରିଛନ୍ତି। କହିଛନ୍ତି ଯେ, ଏହି ଷ୍ଟିକର୍‌ଗୁଡ଼ିକର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର