
କୋଣାର୍କ : କୋଣାର୍କରେ ଭୟବହ ଅଗ୍ନିକାଣ୍ଡ, ଜଳିଗଲା ୩୦ ବାଇକ୍। ମାଧିପୁର ଛକ ନିକଟ ବ୍ୟାଟେରି ବାଇକ୍ ସୋରୁମ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରି ବିସ୍ଫୋରଣରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୩ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ୟ୍ୟରେ ନିୟୋଜିତ ଅଛନ୍ତି। ସୋରୁମ୍ରେ ଥିବା କର୍ମଚାରୀ ଏବଂ ଗ୍ରାହକ ସୁରକ୍ଷିତ ଥିବା ଜଣାପଡିଛି।








