ନାନା ପାଟେକରଙ୍କ ଦେହାନ୍ତ

୭୫ ବର୍ଷ ବୟସରେ ହୃଦ୍‌ଘାତରେ ବରିଷ୍ଠ ଅଭିନେତା ନାନା ପାଟେକର ମୃତ୍ୟୁବରଣ କରିଛନ୍ତି । ହିନ୍ଦୀ ଏବଂ ମରାଠୀ ସିନେମାର ଅନ୍ୟତମ ଶ୍ରେଷ୍ଠ ଅଭିନେତା ନାନା ପାଟେକର ନିଜ ଗୋଆ ସ୍ଥିତ ଘରେ ଥିବାବେଳେ ହୃଦ୍‌ଘାତର ଶିକାର ହୋଇଥିଲେ ତାଙ୍କୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ସିପିଆର ଦିଆଯାଇଥିଲେ ବି ବଞ୍ଚାଯାଇ ପାରିଲା ନାହିଁ । ହିନ୍ଦୀ ଏବଂ ମରାଠୀ ସିନେମାର ଅନ୍ୟତମ ଶ୍ରେଷ୍ଠ ଅଭିନେତା ନାନା ପାଟେକରଙ୍କ ପୁଅ ମଲହାର ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ନାନା ପାଟେକରଙ୍କର ମୃତ୍ୟୁ ରାତିରେ ହୃଦଘାତରେ ହୋଇଥିଲା ।
ନାନା ପାଟେକର ତାଙ୍କର ଫିଲ୍ମ କ୍ୟାରିଅର ୧୯୭୮ ମସିହାରେ “ଗମନ’ ଚଳଚିତ୍ରରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ନାନା ପାଟେକରଙ୍କୁ “ପରିନ୍ଦା’ (୧୯୮୯) ଚଳଚିତ୍ର ପରିଚୟ ଦେଇଥିଲେ, ଯାହା ପାଇଁ ସେ ଜାତୀୟ ଚଳଚ୍‌ଚିତ୍ର ପୁରସ୍କାର ପାଇଥିଲେ, ଏବଂ “କ୍ରାନ୍ତିବୀର” (୧୯୯୪) ପାଇଁ ସେ ଶ୍ରେଷ୍ଠ ଅଭିନେତା ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ସେ “ଅଗ୍ନି ସାକ୍ଷୀ,” “ଖାମୋଶୀ: ଦି ମ୍ୟୁଜିକାଲ୍‌,” “ଅପହରନ୍‌,” “ରାଜନୀତି,” “ୱେଲକମ୍‌,” ଏବଂ ମରାଠୀ ଚଳଚିତ୍ର “ନଟସମ୍ରାଟ” ଭଳି ଅନେକ ଫିଲ୍ମରେ ତାଙ୍କର ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ସେ “ଡକ୍ଟର ପ୍ରକାଶ ବାବା ଆମତେ – ଦି ରିଅଲ୍‌ ହିରୋ’ ରେ ମଧ୍ୟ ଅଭିନୟ କରିଥିଲେ, ଯାହା ପାଇଁ ସେ ଶ୍ରେଷ୍ଠ ଅଭିନେତା (ମରାଠୀ) ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ।
ସେ ଜଣେ ନିର୍ଦ୍ଦେଶକ ଏବଂ ଲେଖକ ମଧ୍ୟ ଥିଲେ ଏବଂ ତାଙ୍କୁ ପଦ୍ମଶ୍ରୀ ୨୦୧୩ ପ୍ରଦାନ କରାଯାଇଥିଲା । ସେ ୧୯୯୧ ମସିହାରେ “ପ୍ରହାର: ଦି ଫାଇନାଲ୍‌ ଆଟାକ୍‌’ ର ପ୍ରଯୋଜନା, ଅଭିନୟ ଏବଂ କାହାଣୀ ଲେଖିଥିଲେ । ପାଟେକରଙ୍କୁ ୨୦୧୩ ରେ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ଏବଂ ତିନୋଟି ଜାତୀୟ ଚଳଚିିତ୍ର ପୁରସ୍କାର ମିଳିଥିଲା ।

  • Related Posts

    ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା

    ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍‌ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା…

    Continue reading
    ରିଲିଜ୍‌ର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ’ ସିନେମା

    ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍‌ ରିଲିଜ୍‌ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍‌ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍‌ ଦର୍ଶକମାନେ ଟିକେଟ୍‌ ବୁକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ