ନାବାଳିକା ପ୍ରେମିକାଙ୍କ ତଣ୍ଟିକାଟି ବିଷ ପିଇଦେଲେ ଯୁବକ

ବଲାଙ୍ଗିର: ନାବାଳିକା ପ୍ରେମିକାଙ୍କ ତଣ୍ଟି କାଟିବା ପରେ ବିଷ ପିଇ ଦେଇଛନ୍ତି ଜଣେ ଯୁବକ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ବଲାଙ୍ଗିର ସଦର ଥାନା ମାୟାବର୍ହା ଗାଁରେ। ଯୁବକଙ୍କ ନାଁ ହଳଧର ବରିହା। ତାଙ୍କ ଘର ଲରମ୍ଭା ଥାନା ପଣ୍ଡ୍ରିପାଏନ ଗାଁରେ। ନାବାଳିକାଙ୍କ ଘର ମାୟାବର୍ହାରେ। ଉଭୟ ସଂପର୍କୀୟ ମଧ୍ୟ। ଗତକାଲି ରାତିରେ ହଳଧର ଉକ୍ତ ନାବାଳିକାଙ୍କ ଘରକୁ ଯାଇଥିଲେ। ସୂଚନା ଅନୁଯାୟୀ, ଆଜି ସକାଳେ ଘରେ ଅନ୍ୟ କେହି ନଥିବା ବେଳେ ନାବାଳିକାଙ୍କ ସହିତ ଯୁବକଙ୍କର କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ଯୁବକ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ କୌଣସି ଧାରୁଆ ଅସ୍ତ୍ରରେ ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲେ।

  • Related Posts

    ୪ ମହଲାରୁ ଡେଇଁ ରୋଗୀ ମୃତ

    ରାଉରକେଲା: ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ଘଟିଛି ବଡ଼ ଅଘଟଣ। ୪ ମହଲାରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମୄତକ ଜଣକ ବାଇକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ…

    Continue reading
    ବିପଦ ସଙ୍କେତ ଉପରେ ବୈତରଣୀ, କେନ୍ଦୁଝରରେ ବନ୍ୟା ଆଶଙ୍କା

    କେନ୍ଦୁଝର : କେନ୍ଦୁଝରରେ ବନ୍ୟା ଆଶଙ୍କା। ଦୁଇ ଦିନର ଲଗାଣ ବର୍ଷାରେ ବଢିଛି ବିଭିନ୍ନ ନଦୀର ଜଳସ୍ତର। ପାଟଣାରେ ବିପଦ ସଙ୍କେତ ଉପରେ ବୋହୁଛି ବୈତରଣୀ। ଜଳସ୍ତର ବଢିବାରେ ଲାଗିଛି। ବୈତରଣୀ ଆନନ୍ଦପୁର ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ