ନିଯୁକ୍ତ ହେଲେ ବିଜେଡିର ଜିଲ୍ଲାୱାରୀ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ବର: ବିଜେଡ଼ିର ଜିଲ୍ଲାୱାରୀ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ। ଆଉ କିଛି ଦିନ ମଧ୍ୟରେ ହେବାକୁ ଥିବା ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ଜିଲ୍ଲାୱାରୀ ରିଟର୍ଣ୍ଣିଂଅଫିସର ନିଯୁକ୍ତ କରାଯାଇଛି। ଏ ନେଇ ବିଜୁ ଜନତା ଦଳ ନିର୍ବାଚନ କାର୍ୟ୍ୟଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅନୁଗୁଳ- ସରୋଜ କୁମାର ପଟ୍ଟନାୟକ, ବାଲେଶ୍ବର- ମାନସ ଜେନା, ବରଗଡ଼- ଅଶୋକ ବାରିକ ,ଭଦ୍ରକ- ପୱନ କୁମାର ଶର୍ମା,ଭୁବନେଶ୍ବର- ଜିତେନ୍ଦ୍ର କୁମାର ନନ୍ଦ ,ବଲାଙ୍ଗୀର- ଲିଙ୍କନ ସାହୁ ,ବୌଦ୍ଧ- ସନ୍ତୋଷ କୁମାର ସାହୁ ,କଟକ- ମନୋରଞ୍ଜନ ଖଟୁଆ ,ଦେବଗଡ଼- କାମାକ୍ଷା ଗଙ୍ଗଦେବ ,ଢେଙ୍କାନାଳ- ଗୋପାଳ ଚନ୍ଦ୍ର ପାତ୍ର ,ଗଜପତି- ପି. ପ୍ରସାଦ ରାଓ ;ଗଞ୍ଜାମ- ଦେବେନ୍ଦ୍ର ମହାପାତ୍ର ;ଜଗତସିଂହପୁର- ଜ୍ଞାନ ରଞ୍ଜନ ମହାନ୍ତି ;ଝାରସୁଗୁଡ଼ା- ସହିଦ ବେଗ ;ଯାଜପୁର- ବାବାଜୀ ଚରଣ ଦାସ ;କଳାହାଣ୍ଡି- ପ୍ରମୋଦ କୁମାର ସାହାଣି ;କେନ୍ଦ୍ରାପଡ଼ା- ଭୀମସେନ ଭୂୟାଁ ;କେନ୍ଦୁଝର- ସୁରେନ୍ଦ୍ର ଜେନା;ଖୋର୍ଦ୍ଧା- ଜିତେନ୍ଦ୍ର ପ୍ରଧାନ, କନ୍ଧମାଳ- ପ୍ରତାପ କୁମାର ପାତ୍ର ;କୋରାପୁଟ- ରଘୁରାମ ପୋଡାଲ ;ମୟୁରଭଞ୍ଜ (୧)- ଅନନ୍ତ କୁମାର ଦାସ ;ମୟୁରଭଞ୍ଜ (୨)- ଗୌରୀ ଶଙ୍କର ଦତ୍ତ ,ମାଲକାନଗିରି- ଘନଶ୍ୟାମ ମାଡକାମି ;ନବରଙ୍ଗପୁର- ସଚିଦା ନନ୍ଦ ସ୍ବାଇଁ ନୟାଗଡ଼- ଗଙ୍ଗାଧର ପଣ୍ଡା ;ନୂଆପଡ଼ା- ଚିତରଞ୍ଜନ ବେହେରା ;ପୁରୀ- ବୈରାଗୀ ଜେନା ;ରାୟଗଡ଼ା- ବ୍ରଜ ସୁନ୍ଦର ନାୟକ ;ରାଉରକେଲା- ଜୟନ୍ତ କୁମାର ମିଶ୍ର ;ସୁନ୍ଦରଗଡ଼- ଅଶୋକ କୁମାର ସ୍ବାଇଁ ;ସମ୍ବଲପୁର- ସଞ୍ଜୀବ କୁମାର ସଡଙ୍ଗୀ ସୁବର୍ଣ୍ଣପୁର- ସରତ ଚନ୍ଦ୍ର ଭୋଇ

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ