୧୫ ଜିଲ୍ଲାପାଳଙ୍କର ବଦଳି

ଭୁବନେଶ୍ବର: ମୋହନ ସରକାର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୪୯ ଜଣ ଆଇଏଏସ ଓ ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ ହୋଇଛି । ଭୁବନେଶ୍ୱର ମହାନଗର ନିଗମ କମିଶନଙ୍କ ସହ ୧୫ ଜିଲ୍ଲାପାଳଙ୍କର ବଦଳି ହୋଇଛି ।
ନୂଆ ଜିଲ୍ଲାପାଳ:

ପୁରୀ ଜିଲ୍ଲାପାଳ:- ଦିବ୍ୟଜ୍ୟୋତି ପରିଡ଼ା
ମାଲକାନଗିରି ଜିଲ୍ଲାପାଳ:- ସୋମେଶ କୁମାର ଉପାଧ୍ୟାୟ
ସୁନ୍ଦରଗଡ଼ ଜିଲ୍ଲାପାଳ:- ଶୁଭଙ୍କର ମହାପାତ୍ର
ସୁବର୍ଣ୍ଣପୁର ଜିଲ୍ଲାପାଳ:- ନୃପରାଜ ସାହୁ
ଢେଙ୍କାନାଳ ଜିଲ୍ଲାପାଳ:- ଆଶିଷ ଈଶ୍ବର ପାଟିଲ୍
ଗଞ୍ଜାମ ଜିଲ୍ଲାପାଳ:- କୀର୍ତ୍ତି ଭାସନ ଭି
କୋରାପୁଟ ଜିଲ୍ଲାପାଳ:- ମନୋଜ ସତ୍ୟବାନ ମହାଜନ
ରାୟଗଡ଼ା ଜିଲ୍ଲାପାଳ:- କୁଲକର୍ଣ୍ଣି ଆଶୁତୋଷ ସି
ଝାରସୁଗୁଡ଼ା ଜିଲ୍ଲାପାଳ:- ଚୌହାନ କୁନାଲ୍ ମୋତିରାମ
ବୌଦ୍ଧ ଜିଲ୍ଲାପାଳ:- ବିଭୂତି ଭୂଷଣ ନାୟକ
କେନ୍ଦ୍ରାପଡା ଜିଲ୍ଲାପାଳ:- ରଘୁରାମ ଆର ଆୟାର
ଖୋର୍ଦ୍ଧା ଜିଲ୍ଲାପାଳ:- ଅମ୍ରିତ ଋତୁରାଜ
କନ୍ଧମାଳ ଜିଲ୍ଲାପାଳ:- ବେଦଭୂଷଣ
ଗଜପତି ଜିଲ୍ଲାପାଳ:- ମଧୁସ୍ମିତା
ଯାଜପୁର ଜିଲ୍ଲାପାଳ:- ଅମ୍ବର କୁମାର କର

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ