୨୫ ତମ ଅନ୍ତର୍ଜାତୀୟ ଯୁବ ଦିବସ

ଭୁବନେଶ୍ୱର: ଆଜି ହେଉଛି ୨୫ ତମ ଅନ୍ତର୍ଜାତୀୟ ଯୁବ ଦିବସ । ଯୁବବର୍ଗଙ୍କର ସମାଜିକ ଜୀବନ ଓ ଆବଶ୍ୟକତା ଉପରେ ଗୁରୁତ୍ୱପ୍ରଦାନ ନିମନ୍ତେ ୧୯୯୯ ମସିହା ଜାତିସଂଘର ସାଧାରଣ ପରିଷଦ ଅନ୍ତର୍ଜତୀୟ ଯୁବ ଦିବସ ପ୍ରସ୍ତାବ ସ୍ୱୀକାର କରିଥିଲା । ୧୨ ଅଗଷ୍ଟ ୨୦୦୦ ମସିହା ଠାରୁ ଏହି ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଆସୁଛି । ଅନେକ ଆଶା ଓ ସମ୍ଭାବନାର ସମିଶ୍ରଣ ଏହି ଯୁବଗୋଷ୍ଠୀ ହେଉଛନ୍ତି ଭାରତର ସବୁଠାରୁ ବଡ ଶକ୍ତି । ଭାରତରେ ସଂପ୍ରତି ୩୫ ବର୍ଷରୁ କମ୍‌ ୬୫ କୋଟି ଯୁବକ ରହିଛନ୍ତି । ଏହି ବିଶାଳ ଯୁବବର୍ଗଙ୍କୁ ଯଦି ସଠିକ୍‌ ମାର୍ଗଦର୍ଶନ ମିଳେ ତେବେ ଖୁବଶୀଘ୍ର ଭାରତ ଏକ ବୃହତ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇପାରିବ । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଯାଇପାରିଲେ ସାମଗ୍ରିକ ଭାବରେ ଦେଶ ବିକଶିତ ହୋଇପାରିବ । ଯୁବବର୍ଗ କର୍ମସଂସ୍ଥାନ ପାଇଁ ଦେଶ ଛାଡିବା ବଦଳରେ ଯଦି ନିଜ ରାଜ୍ୟ ବା ନିଜ ଦେଶରେ ନିଜ ବୁଦ୍ଧି, ଜ୍ଞାନ ଓ କୌଶଳର ବିନିଯୋଗ କରାଇ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବେ ତେବେ ସମାଗ୍ରିକ ଲକ୍ଷ୍ୟ ପୂରଣ ହୋଇପାରିବ ।

  • Related Posts

    “ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”

    ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଭୁବନେଶ୍ଵର /ବ୍ରହ୍ମପୁର: ଆଜି ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଆୟୋଜିତ…

    Continue reading
    ଆହ୍ୱାନକୁ ସାମ୍ନା କରିବା ଓ ଆତ୍ମହତ୍ୟା ରୋକିବା ଅନ୍ୟଙ୍କୁ ସଚେତନ କରିବା:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କମିସନରେଟ୍‌ ପୁଲିସ ଓ ନମନ ‘ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱରର ସ୍ଥିତ ରେଳ ଅଡିଟୋରିୟମ୍‌ରେ ଆୟୋଜିତ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଦିନକୁ ଦିନ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରୁ ବୃଦ୍ଧି ପାଉଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Promoting Ayush systems of medicine at global level

    MSDE Hosts Consultative Workshop to Drive National Scheme for ITI Upgradation in Odisha

    Nationwide Digital Life Certificate Campaign 4.0 from 1st to 30th November, 2025

    210 Panchayat Leaders to attend Independence Day Celebrations in New Delhi as Special Guests

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

    ଘନେଇଲା ଭାରତ-ପାକିସ୍ତାନ  ଯୁଦ୍ଧ ଆଶଙ୍କା