ଭୁବନେଶ୍ବର: ‘ଉତ୍କଳ ବିଶ୍ବବିଦ୍ୟାଳୟ’ରେ ଆଜି ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଏଠାରେ ଅଣଛାତ୍ରମାନେ ହଷ୍ଟେଲ-୧ ‘ଗୋପବନ୍ଧୁ ଛାତ୍ରବାସ’ର ଫାଟକରେ ତାଲା ପକାଇ ଦେଇଛନ୍ତି। ହଷ୍ଟେଲ ୱାର୍ଡେନକୁ ଭିତରକୁ ପ୍ରବେଶ କରିବା ପାଇଁ ଦେଉନହାନ୍ତିl ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆସନ୍ତାକାଲି ସମସ୍ୟାର ସମାଧାନ ପାଇଁ ବାଟ ଫିଟିପାରେ ବୋଲି ଅନୁମାନ କରାଯାଉଛି। ଅଣଛାତ୍ରମାନେ ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ-୧ ‘ଗୋପବନ୍ଧୁ ଛାତ୍ରବାସ’ର ଫାଟକରେ ତାଲା ପକାଇ ଦେଇଛନ୍ତି। ହଷ୍ଟେଲ ୱାର୍ଡେନକୁ ଭିତରକୁ ପ୍ରବେଶ କରିବା ପାଇଁ ଦେଉନହାନ୍ତିl ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ…


