‘ଭାରତୀୟ ଡାକ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟୱାର୍କ’ ସମ୍ପର୍କିତ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,04/09 :ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଏହି ଲେଖାରେ ବର୍ଣ୍ଣନା କରାଯାଛି ଯେ, କିପରି ଇଣ୍ଡିଆ ପୋଷ୍ଟ ଅଫିସ୍ ଏବଂ ଆଇପିପିବି ଅନଲାଇନ ସହିତ ଭାରତର ଡାକ ବ୍ୟବସ୍ଥା ବର୍ତ୍ତମାନ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟ୍‌ୱାର୍କରେ ପରିଣତ ହୋଇଛି, ଯାହା ସମ୍ମାନ ଏବଂ ସଶକ୍ତିକରଣ ସୁନିଶ୍ଚିତ କରୁଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିଦ୍ୟ ଏମ୍‌. ସିନ୍ଧିଆଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି; “ସରକାରଙ୍କ ଅଭୂତପୂର୍ବ ପ୍ରୟାସ ସହିତ, ଆମର ବିନମ୍ର ପୋଷ୍ଟମ୍ୟାନ ଆର୍ଥିକ ସମାବେଶୀର ପ୍ରତୀକ ପାଲଟିଛନ୍ତି । ଇଣ୍ଡିଆ ପୋଷ୍ଟ ଅଫିସ ଏବଂ ଆଇପିପିବି ଅନ୍‌ଲାଇନ୍ ସହିତ, ଭାରତର ଡାକ ବ୍ୟବସ୍ଥା ଏବେ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟୱାର୍କରେ ପରିଣତ ହୋଇଛି, ଯାହା ସମ୍ମାନ ଏବଂ ସଶକ୍ତିକରଣ ସୁନିଶ୍ଚିତ କରୁଛି ।

  • Related Posts

    ‘ଜ୍ଞାନଦୋୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ସମ୍ପର୍କିତ ମାର୍ଗଦର୍ଶିକା ଜାରି

    ଭୁବନେଶ୍ୱର: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ ନାହିଁ। ଆଡ୍‌ମିଶନ ଫି’, ଡେଭଲପ୍‌ମେଣ୍ଟ ଫି’ ସମେତ ଯୋଜନାରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ…

    Continue reading
    ୫୦ ଏକର ଜମିରେ ‘ଜୀବ ବିଜ୍ଞାନ ପ୍ରତିଷ୍ଠାନ’ର ସମ୍ପ୍ରସାରଣ

    ଭୁବନେଶ୍ବର: ବିଜ୍ଞାନଭିତ୍ତିକ ଅଭିବୃଦ୍ଧିରେ ଓଡ଼ିଶାର ବିରଳ ମୃତ୍ତିକା, ସାମୁଦ୍ରିକ ଜୈବପ୍ରଯୁକ୍ତି ଓ ମହାକାଶ କ୍ଷମତା ଖୋଲିବ ନୂଆ ସୁଯୋଗ । ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଅନ୍ତର୍ଗତ ଭୁବନେଶ୍ବରସ୍ଥିତ ‘ଜୀବ ବିଜ୍ଞାନ ପ୍ରତିଷ୍ଠାନ (Institute of Life Sciences- ILS)’ର ସଂପ୍ରସାରଣ ପ୍ରସ୍ତାବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ