ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ

ନାରାୟଣପାଟଣା : ପୁଣି ବଳଦ ଦଣ୍ଡ । କୋରାପୁଟ ବନ୍ଧୁଗାଁ ଚିଡି ବାଲସା ଗାଁରେ ପୁଣି ଜଣେ ଯୁବକ-ଯୁବତୀଙ୍କୁ ମିଳିଛି ବଳଦ ଦଣ୍ଡ। ହଳ ଲଙ୍ଗଳ ପକାଇ ପୁରା ଗାଁରେ ବୁଲାଇଛନ୍ତି। ସମ୍ପର୍କୀୟ ଭାଇ ଭଉଣୀ ବାହା ହୋଇଥିବା ଅଭିଯୋଗ କରି ପରମ୍ପରା ଅନୁସାରେ ପୂଜା ପାଠ ପରେ ହଳ ଲଙ୍ଗଳ ପକାଇ ବୁଲାଇଲେ ଓ ଆଲୋମଣ୍ଡା ଗ୍ରାମ ପଂଚାୟତ ଚିଡି ବାଲସା ଗାଁର ପୁଅ, ପେଦାଲଡା ଗାଁର ଝିଅକୁ ବିବାହ କରିଥିଲେ । ତେବେ ସମ୍ପର୍କରେ ସେମାନେ ଭାଇ ଭାଉଣୀ ହୋଇଥିବା ଅଭିଯୋଗ କରି ରବିବାର ଗାଁରେ ଉଭୟଙ୍କୁ ଲଙ୍ଗଳ ଧରି ବୁଲାଇଛନ୍ତି ।

ସେହିପରି ପୂର୍ବରୁ ମଧ୍ୟ ଥରେ ନାରାୟଣପାଟଣା ବ୍ଲକରେ ଜଣେ ପ୍ରେମୀଯୁଗଳଙ୍କୁ ଏହିପରି ଭାବେ ହଳ ବୁଲାଇଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏପିରିକି ପ୍ରଶାସନ ପକ୍ଷରୁ ମଧ୍ୟ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯାଇଥିଲା ।

  • Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading
    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି