ରାଜଧାନୀର ଭସାଣ ଉତ୍ସବରେ ବାଜିବନି ତିଜେ

ଭୁବନେଶ୍ବର : ରାଜଧାନୀର ଭସାଣ ଉତ୍ସବରେ ବାଜିବନି ତିଜେ । ଏଥର ଡିଜେ ଆଣିଲେ କେସ ଖାଇବେ ଡିଜେ ମାଲିକ । ଡିଜେ ଗାଡି ହେବ ଜବତ । ଏଭଳି କଡା ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି ଶ୍ରବଣା ବିବେକ୍‌ ଏମ୍‌ ।ଭସାଣି ବେଳେ, କୌଣସି ପ୍ରକାରର ଡିଜେ ବାଜିବ ନାହିଁ I ଡିଜେ ଆଣିଲେ କ୍ରିମିନାଲ କେସ ହେବ I କ୍ଲାସିକାଲ ଇନଷ୍ଟୁମେଣ୍ଟ ଗୋଟିଏ ଗାଡ଼ିରେ ରହିବ। ଗୋଟିଏ ମେଢରେ ମାତ୍ର ଦୁଇଟି ସ୍ପିକର ବ୍ୟବହାର ହୋଇପାରିବ I ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ରାତି ୧୦ ଟା ପରେ, ବଜାଇ ପାରିବ ନାହିଁ ବାଜା । ସମସ୍ତ ଥାନା ଆଇଆଇସି ଓ ଜୋନ ଏସପିଙ୍କୁ କୁହାଯାଇଛି, ଯେଉଁଠୁ ଭସାଣି ବାହାରିବ ସେହିଯାଗାରେ ନଜର ରଖିବେ I
ରାବଣ ପୋଡ଼ି ପାଇଁ ଭୁବନେଶ୍ୱରରେ ମୋଟ ୯ ଟି ସ୍ଥାନକୁ ଅନୁମତି ଦିଆଯାଇଛି I ଫାୟାର ସେଫଟି ଟିମ ସହ ଇଲେକ୍ଟ୍ରିକାଲ ଟିମ ସମସ୍ତେ ରାବଣ ପୋଡ଼ି ପଡ଼ିଆ ଉପରେ କଡ଼ା ନଜର ରଖିବେ I Organic କ୍ରାକର ଓ ଷ୍ଟ୍ରଙ୍ଗ ବାରିୟର ରହିବ, ଯାହା ଦ୍ୱାରା ବାଣ ଲୋକଙ୍କ ଉପରେ ପଡିବନି I ଗାଇଡଲାଇନ୍ସରେ ଉଲ୍ଲେଖ ରହିଛି, ରାବଣର ଚାରିପଟରେ ୧୦୦ ମିଟର ଦୂରତା ରହିବ I ବାଣ ଗଛିତ ଥିବା, ଷ୍ଟୋର ହାଉସ ଅତି କମରେ ୨୫୦ ମିଟରରୁ ଅଧିକ ରହିବା ଆବଶ୍ୟକ I ସମସ୍ତ ଯାଗାରେ, ୨ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ I ଭସାଣି ପାଇଁ ବିସର୍ଜନ ଯାଗାରେ ୬ ଟି ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇଛି I ଭସାଣି ପାଇଁ ମୋଟ ୪୮ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ଡ୍ୟୁଟିରେ ରହିବେ I

  • Related Posts

    ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ମହାପ୍ରଭୁ

    ପୁରୀ: ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଦଶହରା ତଥା ବିଜୟା ଦଶମୀ । ଏହି ଅବସରରେ ଭକ୍ତମାନଙ୍କୁ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦିଅନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ…

    Continue reading
    ଅପରାଧୀଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ: ପୋଲିସ ଡିଜି

    କଟକ: ‘ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ । ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ । ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଜି(ବୁଧବାର) କଟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି