ସରପଞ୍ଚଙ୍କ ସ୍କୁଟର ଡିକି ଭାଙ୍ଗି ଝାମ୍ପିନେଲେ ସାଢ଼େ ୪ ଲକ୍ଷ

କଟକ: ହୀତାଧିକାରୀଙ୍କୁ ଭତ୍ତା ଟଙ୍କା ଦେବାକୁ ଆଣୁଥିଲେ ସରପଞ୍ଚ, ସ୍କୁଟର ଡିକି ଭାଙ୍ଗି ସବୁ ଲୁଟିନେଲେ ଦୁର୍ବୃତ୍ତ। କଟକ ଜିଲ୍ଲା ସାଲେପୁର କୋଲଣପୁର ଗ୍ରାମ ପଞ୍ଚାୟତ କାର୍ୟ୍ୟଳୟ ପରିସରରୁ ହୋଇଛି ଚୋରି। ଗାଡି ଡିକି ଭାଙ୍ଗି ୪ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ।

ସୂଚନା ଅନୁସାରେ, ସରପଞ୍ଚ ଗୋପବନ୍ଧୁ ସେଠୀ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇ ଆଣିଥିଲେ। ତେବେ ଅଫିସ ବାହାରେ ଗାଡି ରଖି ଭିତରକୁ ପାଣି ପିଇବା ପାଇଁ ଯିବା ଭିତରେ ହଠାତ ୩ ଜଣ ଦୁର୍ବୃତ୍ତ ହେଲେମେଣ୍ଟ ଦେଇ ପଲସରରେ ଆସିଥିଲେ।

ଦୁଇଜଣ ପଂଚୟତ କାର୍ୟ୍ୟଳୟ ବାହାରେ ରହିଥିବା ତାଙ୍କ ସ୍କୁଟି ଡିକିଭାଙ୍ଗି ଟଙ୍କା ନେଇ ଚମ୍ପଟ ମାରିଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଏ ସମସ୍ତ ଘଟଣା ସେଠାରେ ଲାଗିଥିବା ସିସି ଟିଭିରେ ମଧ୍ୟ କଏଦ ହୋଇଛି। ଏନେଇ ସାଲେପୁର ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

  • Related Posts

    ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଶୁକ୍ରବାର ରାତିରେ ବିଚ୍ ରାସ୍ତାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ବିକି ମହାରଣା। ଗୁଳିମାଡ଼ ପରେ ବିକିଙ୍କୁ ତୁରନ୍ତ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା।…

    Continue reading
    ବାପ-ପୁଅଙ୍କୁ ଛୁରୀ ଭୁଷି ମାରିଦେଲା ପଡ଼ୋଶୀ

    ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଚିତ୍ତରଞ୍ଜନ ପାର୍କ ସ୍ଥିତ ଗୋଟିଏ ଆବାସିକ କମ୍ପ୍ଲେକ୍ସରେ ଘଟିଛି ଭୟଙ୍କର ଘଟଣା। ବାପ-ପୁଅଙ୍କୁ ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ସେମାନଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି। ଟଙ୍କା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ