ଭଦ୍ରକ : ଭଦ୍ରକରେ କୋଇଲା ଚୋରା ଚାଲାଣ ଚାଲିଥିବା ବେଳେ ସିଟି ଡିଏସପିଙ୍କ ଚଢ଼ାଉ। ରାହାଞ୍ଜରୁ ଯାଜପୁର ଚାଲାଣ ହଉଥିବା ବେଳେ ୪ଟି କୋଇଲା ବୋଝେଇ ଗାଡି ଜବତ। ଦୁଇଟି ୧୬ ଚକିଆ ଟ୍ରକ୍ ଓ ଦୁଇଟି ପିକଅପ ଭ୍ୟାନ୍ ଚରମ୍ପା ନିକଟରୁ ଜବତ କଲା ପୋଲିସ।
ସୂଚନାଯାୟୀ, ରାହାଞ୍ଜରୁ ଯାଜପୁର କୋଇଲା ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ସିଟି ଡିଏସପି ସମ୍ବିତ ମାଝୀ ଶ୍ରମିକ ବେଶରେ ଯାଇ ଚଢାଉ କରିଥିଲେ। ଚରମ୍ପା ନିକଟରୁ ଦୁଇଟି କୋଇଲା ବୋଝେଇ ୧୬ ଚକିଆ ଟ୍ରକ୍ ଓ ଦୁଇଟି ପିକଅପ ଭ୍ୟାନ୍ ଜବତ କରିଥିଲେ। ଘଟଣାସ୍ଥଳରୁ କୋଇଲା ମାଫିଆମାନେ ଫେରାର ହୋଇଯାଇଥିଲେ।
୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ
ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…








