
ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି ରାଜ୍ୟର ୨୫ ଆଇଏଏସ ଓ ୨୮ ଆଇପିଏସ ଅଧିକାରୀ । ୨୪୮ ଆଇଏଏସ ପଦବୀ ସଂଖ୍ୟାରୁ ୪୫ ପଦବୀ ଖାଲି ରହିଛି । ସେହିପରି ମଞ୍ଜୁରୀପ୍ରାପ୍ତ ୧୯୫ ଆଇପିଏସ ପଦବୀରୁ ୬୬ ପଦବୀ ଖାଲି ରହିଛି । ଏହାଛଡ଼ା ୨୨୪୮ ଓଏଏସ ପଦବୀରୁ ୩୪୨ଟି ପଦବି ଖାଲିପଡ଼ିଛି । ୮୪୯ ଓପିଏଏସ ପଦବୀରୁ ୧୪୧ଟି ପଦବୀ ଖାଲି ପଡ଼ିଛି ।



