ଇନ୍ଦିରା ଭବନକୁ ସ୍ଥାନାନ୍ତର ହେବ କଂଗ୍ରେସ ମୁଖ୍ୟାଳୟ

ନୂଆଦିଲ୍ଲୀ : କଂଗ୍ରେସ ଏହାର ମୁଖ୍ୟାଳୟକୁ କୋଟଲା ମାର୍ଗସ୍ଥିତ ଇନ୍ଦିରା ଭବନକୁ ସ୍ଥାନାନ୍ତର କରିବ। ଆସନ୍ତା ସପ୍ତାହରେ ଇନ୍ଦିରା ଭବନର ଉଦ୍‌ଘାଟନ ସହିତ କଂଗ୍ରେସ ମୁଖ୍ୟାଳୟ ସ୍ଥାନାନ୍ତର ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। କୋଟଲାରେ ଇନ୍ଦିରା ଭବନର ନିର୍ମାଣ ଦୀର୍ଘବର୍ଷ ହେଲା ଚାଲିଥିବାବେଳେ ଏହା ଶେଷ ପର୍ୟ୍ୟାୟରେ ପହଞ୍ଚିଛି। କୋଟଲାକୁ କଂଗ୍ରେସ ମୁଖ୍ୟାଳୟ ସ୍ଥାନାନ୍ତର ସତ୍ତ୍ବେ ୨୪ ଆକବର ରୋଡର କାର୍ୟ୍ୟାଳୟକୁ ଖାଲି କରାଯିବ ନାହିଁ। ଆକବର ରୋଡ କାର୍ୟ୍ୟାଳୟରେ ଦଳର କିଛି ସେଲ୍‌ କାର୍ୟ୍ୟ କରିବ। ୧୯୭୮ରେ କଂଗ୍ରେସ (ଆଇ) ଗଠନ ହେବା ପରଠାରୁ ୨୪ ଆକବର ରୋଡ କଂଗ୍ରେସ ମୁଖ୍ୟାଳୟ ହୋଇ ରହିଛି। ନୂଆ କଂଗ୍ରେସ ମୁଖ୍ୟାଳୟର ନାମ ‘ଇନ୍ଦିରା ଭବନ’ ରଖାଯିବ। ପ୍ରାଥମିକ ପର୍ୟ୍ୟାୟରେ ନୂଆ ମୁଖ୍ୟାଳୟରେ ଦଳର ପ୍ରଶାସନ, ଆକାଉଣ୍ଟସ୍, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଭଳି ବିଭାଗ କାର୍ୟ୍ୟ କରିବ।

  • Related Posts

    ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

    ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…

    Continue reading
    ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି