କ୍ରିସ୍‌ମସ୍‌ରେ କେଉଁ ଗିଫ୍ଟ ଦେବା ଶୁଭ?

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି। ତେବେ କ୍ରିସ୍‌ମସ୍‌ ଅବସରରେ କେଉଁ ଗିଫ୍ଟ ଦେବା ଶୁଭ, ଜାଣନ୍ତୁ ସେ ସମ୍ପର୍କରେ…

– ନିଜ ପ୍ରିୟଜନଙ୍କୁ ଇନ୍‌ଡୋର କିମ୍ବା ଆଉଟ୍‌ଡୋର୍‌ ପ୍ଲାଣ୍ଟ ଗିଫ୍ଟ ଆକାରରେ ଦେଇ କ୍ରିସ୍‌ମସ୍‌ର ଶୁଭକାମନା ଦେଇପାରିବେ।
– ଏହି ଅବସରରେ ଘରକୁ ସଜାଇବା ପାଇଁ ପ୍ରିଣ୍ଟେଡ୍‌ କୁସନ୍‌ କଭରକୁ ବି ଗିଫ୍ଟ ଆକାରରେ ଦେଇପାରିବେ।
– ପ୍ରିଣ୍ଟେଡ୍‌ କଫି ମଗ୍‌ ମଧ୍ୟ ଚୟନ କରିପାରିବେ।
– ଟ୍ରାନ୍ସପରେଣ୍ଟ କଫି ମଗ୍‌କୁ ବି ଗିଫ୍ଟରେ ଦେଇପାରିବେ।
– ଯାହାଙ୍କୁ ଗିଫ୍ଟ ଦେଉଛନ୍ତି ତାଙ୍କର ଏକ ଫଟୋ ଲଗାଯାଇଥିବା ଉଡେନ୍‌ ଟେବୁଲ ଫଟୋଫ୍ରେମ୍‌ ବି ଦେଇପାରିବେ।
– ଗିଫ୍ଟ ବଲ୍‌ବ ଜାର୍‌କୁ ବି ଏକ ବେଷ୍ଟ କ୍ରିସ୍‌ମସ୍‌ ଗିଫ୍ଟ ଭାବେ ନିଆଯାଇପାରେ।
– ଚକୋଲେଟ୍‌ ବକ୍ସ କ୍ରିସ୍‌ମସ୍‌ ଅବସରରେ ଗିଫ୍ଟ ଦେବା ପାଇଁ ବେଷ୍ଟ ହୋଇଥାଏ।
– ଟେଡି ବିୟର୍‌ ବି ଗିଫ୍ଟ ପାଇଁ ଅନ୍ୟତମ ବିକଳ୍ପ ହୋଇପାରେ।
– କିଛି ଯଦି ପାଉନାହାନ୍ତି, ତା’ହେଲେ ତାଜା ଫୁଲରୁ କିଛି ଦେଇ ନିଜର ପ୍ରିୟଜନକୁ କ୍ରିସ୍‌ମସ୍‌ର ଶୁଭେଚ୍ଛା ଜଣାଇ
ପାରିବେ।

  • Related Posts

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌…

    Continue reading
    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ