ଗୃହିଣୀଙ୍କ ପାଇଁ ଘରକରଣା

ଆଜିକାଲି ବିଭିନ୍ନ ଅନ୍-ଲାଇନ ସାଇଟ୍ରେ ସଉଦା ବିକି୍ର ହେବା ସହ ସେଥିରେ ପର୍ଯ୍ୟାପ୍ତ ପରିମାଣର ରିଆତି ମଧ୍ୟ ମିଳୁଛି । ବ୍ରାଣ୍ଡ ଦେଖି ଆପଣ ସେସବୁ କିଣିପାରିବେ ।

ବଡ଼ଦିନ, ନୂଆ ବର୍ଷ ନିମନ୍ତେ ସପିଂ ମଲ ଓ ଅନଲାଇନ ସାଇଟ୍ରେ ଆକର୍ଷଣୀୟ ଅଫରମାନ ଲାଗିଥାଏ । ଯଦିଓ ଘରେ ସଉଦା ମହଜୁଦ ଅଛି, ତଥାପି ଆପଣ ଅଧିକ ସାମଗ୍ରୀ କିଣି ସେ ସବୁ ସୁରକ୍ଷିତ ଭାବେ ରଖିବାକୁ ଚେଷ୍ଟା କରନ୍ତୁ ।

କୌଣସି ସାମଗ୍ରୀ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ତାହା ପୂର୍ବରୁ କିଛି ରଖିବା ବୁଦ୍ଧିମାନର ପରିଚୟ ଅଟେ ।

ସପ୍ତାହରେ ୨ ଦିନ ସପିଂ ପାଇଁ ମଲ୍ ଯାନ୍ତୁ । କାରଣ ଗୋଟିଷ ଦିନରେ ସବୁକିଛି କିଣାକିଣି କରିବା ସମ୍ଭବପର ନୁହେଁ । ଏ ସବୁ ନେବାଆଣିବାରେ ମଧ୍ୟ ଅସୁବିଧା ଉପୁଜିଥାଏ ।

ରନ୍ଧା ତେଲ ୧ ଲିଟର ପ୍ୟାକେଟ୍ ପରିବର୍ତ୍ତେ ୫ ଲିଟରର ବଡ଼ ଜାର ଆଣନ୍ତୁ । ଏଥିରେ ନିହାତି ଭାବେ ରିଆତି ମିଳିଥାଏ ।

ଖାଦ୍ୟ ସାମଗ୍ରୀ କିମ୍ବା ପ୍ୟାକଟ୍ ସାମଗ୍ରୀ କିଣିବା ସମୟରେ ଏଥିରେ ଏକ୍ସପ୍ୟାରୀ ଡେଟ୍ ଭଲଭାବେ ଦେଖିନିଅନ୍ତୁ ।

କେବଳ ବହୁ ପରିମାଣରେ ଖାଦ୍ୟ ସାମଗ୍ରୀ କିଣିଦେଲେ ସମସ୍ୟାର ସମାଧାନ ହୋଇନଥାଏ । ବରଂ ଏହାକୁ ସୁରକ୍ଷିତ ଭାବେ କୌଣସି ଏକ ସ୍ଥାନରେ ରଖିବାର ଯୋଜନା କରନ୍ତୁ । ଯେପରି ଅସରପା, ପୋକ ଇତ୍ୟାଦି ସେଥିରେ ନ ଲାଗିବେ ।

ସ୍ମାର୍ଟ ଗୃହିଣୀ ରୋଷେଇ କରିବା ସମୟରେ ମଧ୍ୟ ସତର୍କ ରୁହନ୍ତୁ । ଗ୍ୟାସ ପରିବର୍ତ୍ତେ ଆପଣ ଇଣ୍ଡକସନ ଚୁଲା ବ୍ୟବହାର କରନ୍ତୁ । କମ ବିଦୁ୍ୟତ ଖର୍ଚ୍ଚରେ ଆପଣ ସଙ୍ଗେ ସଙ୍ଗେ ରୋଷେଇ କରିପାରିବେ । ବିଶେଷଜ୍ଞଙ୍କ ମତରେ ଇଣ୍ଡକସନ ରନ୍ଧା ଖାଦ୍ୟ ସ୍ୱାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପକାଇନଥାଏ ।

  • Related Posts

    ମହିଳାମାନେ ପସନ୍ଦ କରୁଥିବା ପୁରୁଷ

    – ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…

    Continue reading
    ପିଲାମାନଙ୍କ ମଧୁମେହ ଲକ୍ଷଣ

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କ ପିଲା ଶୀଘ୍ର ଥକିଯାଉଛି, ବାରମ୍ବାର ପରିସ୍ରା କରିବାକୁ ଯାଉଛି, ଅତ୍ୟଧିକ ଶୋଷିଲା ଅନୁଭବ କରୁଛି, ତେବେ ସେ ମଧୁମେହର ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି। ଯଦି ପିଲାଟି ମୋଟା ଅଛି ଏବଂ ଏହି ଲକ୍ଷଣ ଦେଖାଦେଉଛି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ